କ୍ରିକେଟର ପାଳିଲେ ଏମିତି ଦୀପାବଳି ; ଭାଇରାଲ ହେଲା ଅଭିଷେକଙ୍କ ଡ୍ୟାନ୍ସ ଭିଡିଓ

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସୁଛି। ସମସ୍ତେ ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଛନ୍ତି। ଭାରତୀୟ କ୍ରିକେଟରମାନେ ମଧ୍ୟ ଏଥିରେ ବ୍ୟତିକ୍ରମ ନଥିଲେ। ସମସ୍ତେ ନିଜ ନିଜ ଅନନ୍ୟ ଉପାୟରେ ଆଲୋକର ପର୍ବକୁ ସ୍ୱାଗତ କରିଛନ୍ତି। କେତେକ ମହା ଆଡମ୍ବରରେ ପାଳନ…
Read More...

ଦୀପାବଳି ରାତିରେ ସାରା ଦେଶରେ ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ। ଦୀପାବଳି ପାଳନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରୁ ଅଗ୍ନିକାଣ୍ଡର ହୃଦୟ ବିଦାରକ ଘଟଣା ରିପୋର୍ଟ ହୋଇଛି। ବାଣ ଫୁଟିବା ଏବଂ ସର୍ଟ ସର୍କିଟ ଭଳି କାରଣ ଯୋଗୁଁ ଅଗ୍ନିକାଣ୍ଡ ଅନେକ ପରିବାରର ଖୁସିକୁ ଶୋକରେ ପରିଣତ କରିଥିଲା।ଏହି ଘଟଣାରେ ତେଇଶ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ…
Read More...

ମାନିଲେନି କଟକଣା, ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୂଚକାଙ୍କ ‘ଅତ୍ୟନ୍ତ ଖରାପ’

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପୁଣି ଥରେ ବୃଦ୍ଧି ପାଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଫୁ କରି ରାତିଅଧ ଯାଏ ଫୁଟାଇଲେ ବାଣ । ଦିଲ୍ଲୀର ଆକାଶ ଏକ ଘନ ଧୂଆଁଳିଆ ଆସ୍ତରଣରେ ଘୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ସୋମବାର ସକାଳେ ଦିଲ୍ଲୀ-ଏନସିଆର ରେ ବାୟୁ ଗୁଣବତ୍ତା…
Read More...

 କୋଠାରେ ନିଆଁ ଲାଗି, ଚାଲିଗଲା ଶିଶୁ ପୁତ୍ର ଜୀବନ

କଟକ: ସୋମବାର ସକାଳେ କଟକର ଦରଘା ବଜାର ଅଞ୍ଚଳର ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରକି ଟେଲର ଗଳିରେ ଥିବା ଅଶୋକ ବଜରିଆଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଣେ ୬ ବର୍ଷର ଶିଶୁ ପୁତ୍ରଙ୍କ ଜୀବନ ଚାଲିଯାଇଛି।  ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ଅଶୋକଙ୍କ…
Read More...

ବଡ଼ସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ୱର

ଆଠଗଡ଼: କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର। ଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଆଜି ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାଦେବ।ଏହି ପବିତ୍ର ଅବସରରେ ଅନେକ ଶ୍ରଦ୍ଧାଳୁ ଓ…
Read More...

ଖୁବ୍‌ଶୀଘ୍ର ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର: ଭତ୍ତା ମିଳୁନଥିବା ଲୋକଙ୍କ ଚିନ୍ତା ଦୂର ହେବ । ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହୀତାଧିକାରୀଙ୍କୁ ଗତ ଅକ୍ଟୋବର ମାସରୁ ଭତ୍ତା ଦେବାକୁ…
Read More...

ଏଥର ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳି…
Read More...

ଧନତେରାସରେ କମିଲା ସୁନା ଦର

ଭୁବନେଶ୍ବର- ଧନତେରାସରେ ସୁନାପ୍ରେମୀଙ୍କ ପାଇଁ ବଡ ଖବର । ଅଚାନକ କମିଗଲା ଦର, ସୁନା କିଣିବାକୁ ଗ୍ରାହକଙ୍କ ଭିଡ । ଭାରତୀୟ ବଜାରରେ ସୁନା ଓ ରୁପାର ଚାହିଦା ବେଶ୍ ଅଧିକ । ବର୍ତ୍ତମାନ ପାର୍ବଣର ଋତୁ ଚାଲିଛି ଆଜି ଧନତେରସ ଓ ଦିନକ ପରେ ଦୀପାବଳି ଆସୁଛି ଏତିକିବେଳେ ସୁନା ପ୍ରେମୀଙ୍କୁ ବଡ…
Read More...

୧୩ ସୁଦ୍ଧା ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।…
Read More...

ଏହି ଦୁଇ ବିଦେଶୀ ଖେଳାଳିଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସର ନଜର, ବଡ କଥା କହିଲେ କୋଚ୍ ଗାଙ୍ଗୁଲି

ନୂଆଦିଲ୍ଲୀ- ଦିଲ୍ଲୀ କ୍ୟାପିଟାଲ୍ସ IPL 2027 ମିନି ନିଲାମ ପାଇଁ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦଳର ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲି ଆଗାମୀ ନିଲାମରେ ଫ୍ରାଞ୍ଚାଇଜ୍ କିଣିବାକୁ ଚାହୁଁଥିବା ଦୁଇ ବିଦେଶୀ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି। ଏଥିରେ ବିସ୍ଫୋରକ…
Read More...