Monthly Archives

March 2024

ପତରାଜପୁର ଦୋଳ ମେଳଣ ଉଦଯାପିତ

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ପଞ୍ଚାୟତର ପ୍ରସିଦ୍ଧ ପତରାଜପୁର ଦୋଳ ମେଳଣ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ନବମ ବର୍ଷ ପାଳନ ହୋଇଥିବା ଏହି ମେଳଣ ବହୁ ଧୂମଧାମରେ ପାଳିତ ହୋଇଯାଇଛି । ମେଳଣ ପର୍ବରେ ମୋଟ ୧୦ଟି ବିମାନ ଯୋଗଦେଇଥିଲେ । ପତରାଜପୁର ଗ୍ରାମର ଥାନପତି…
Read More...

ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ପାରଳାଖେମୁଣ୍ଡି : ଆଜି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଥିଲେ । ତତ୍‌ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦଙ୍କ…
Read More...

ଯାଜପୁର ଲୋକସଭା ଆସନ : ଶର୍ମିଷ୍ଠା-ରବୀନ୍ଦ୍ରଙ୍କ ମଧ୍ୟରେ ହେବ ମହାଲଢେଇ

ରସୁଲପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି…
Read More...

ଧର୍ମଶାଳାରେ ଲିକୁ ସାହୁଙ୍କ ମଶାଲ ଶୋଭାଯାତ୍ରା

ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପିର ମଶାଲ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ ଜାରକା ବଜାରରେ ଅନୁଷ୍ଠିତ ହୋଇଛି । ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ଜାରକା ଓ ଶାନ୍ତିବଜାର ପରିକ୍ରମା କରିଥିଲା । ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଦଳୀୟ ପତାକା ଏବଂ ବ୍ୟାନର ଧରି…
Read More...

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ବିଜୁ ଯବୁ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,…
Read More...

ଯୁଧିଷ୍ଠିରଙ୍କୁ ଆବାସ ଘର ସାତସପନ; ବିଧବା ବୋହୂକୁ ବି ମିଲୁନି ଭତ୍ତା, ସରକାରୀ ସହାୟତା ଅପେକ୍ଷାରେ ପରିବାର

ନୂଆପଡ଼ା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଅନେକ ସରକାରୀ ଯୋଜନା କରି ସହାୟତା ପ୍ରଦାନ କରୁଛନ୍ତି । ହେଲେ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ଯୋଜନା ରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଗରିବ ପରିବାର ଯାହାଙ୍କ ପାଇଁ…
Read More...

ପୁରୀରେ ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ

ପୁରୀ : ପୁରୀର ଏକ ହୋଟେଲର ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ ହୋଇଥିବା ଜଣାପଡିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁପ୍ତ ବୈଠକରେ ସମସ୍ତ ଜିଲ୍ଲାର ଲୋକସଭା ଓ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯୋଗଦେଇଥିଲେ । ରାଜ୍ୟ କଂଗ୍ରେସ ତରଫରୁ ଉନ୍ମୋଚିତ…
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଜମାଦାର, ସମ୍ମାନିତ ଅତିଥି ରୂପେ ସମ୍ପାଦକ…
Read More...

ଚିପିଲିମା ମାର୍କେଟରେ ଅଷ୍ଟପ୍ରହରୀ ଓ ଅଖଣ୍ଡ ନାମଯଜ୍ଞ ଆୟୋଜିତ

ସମ୍ବଲପୁର : ସମ୍ବଲପୁର ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିମାସ ଶୁକ୍ଳ ଚତୁର୍ଦଶୀ ଦିନ ଏକ ଦିବସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଥିବାବେଳେ, ଗତ ରବିବାର ମହାସମାରୋହ ମଧ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଭାତରୁ…
Read More...

ମହାପ୍ରଭୁଙ୍କ ଶରଣରେ ବିଧାୟକ ପ୍ରାର୍ଥୀ

ପୁରୀ : ବିଜେଡିର ପ୍ରାର୍ଥୀ ଘୋଷଣାପରେ ନେତାମାନେ ଏବେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଆଶୀର୍ବାଦ ନେଉଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଧାମନଗର ବିଧାୟକ…
Read More...