Monthly Archives

March 2024

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ : ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ ମାନସ ରଂଜନ ବେହେରା । ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ । ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସଟି,ଏନଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାପ କରିବାରେ ସଫଳ…
Read More...

ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ;
ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ୫-ଟି

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ,ସେଥିପାଇଁ ଆଜି ଶଙ୍ଖଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା…
Read More...

ବିଜେଡିର ଦ୍ବିତୀୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି

ଭୁବନେଶ୍ବର: ବିଜୁ ଜନତା ‌ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟା ସୁଦ୍ଧା ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି।…
Read More...

ଲୋକସଭା ଓ ବିଧାନସଭା ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।  ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ୯ଟି  ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରାର୍ଥି ତାଲିକା…
Read More...

ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଆଗାମୀ ଲୋକସଭା ୨୦୨୪ ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଓଡିଶାର ୧୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ବହୁ ଚର୍ଚ୍ଚିତ ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢିବେ ।…
Read More...

ବାଲୁକା କଳା ମାଧ୍ୟମରେ ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ବାଲୁକା ଚିତ୍ରକଳାରେ ରୁଷିଆର ମସ୍କୋରେ ହୋଇଥିବା ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି । ଗତକାଲି ରାତିରେ ରୁଷିଆର ମସ୍କୋରେ ବଡଧରଣର ଆତଙ୍କୀ ହମଲାରେ ଶତାଧିକ ନୀରିହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ଅନେକ ସେଠାରେ ଟଳିପଡିଥିଲେ । ତେବେ ମୃତକ…
Read More...

ଆହତ କଲରାପତରିଆ ବାଘକୁ ଚିକିତ୍ସା ପାଇଁ ନନ୍ଦନକାନନକୁ ପଠାଗଲା

ଦଶପଲ୍ଲା : ଆହତ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନନ୍ଦନକାନନକୁ ପଠାଯାଇଥିବା ଜଣାପଡିଛି ।ଶୁକ୍ରବାର ଦିନ ବାଣିଗୋଚ୍ଛା ବନାଞ୍ଚଳ ଅଧିକାରୀ ଖବର ପାଇଥିଲେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏକ ବାଘର ଘୋଷଡା ଚି଼ହ୍ନ ପଡିଛି । ବନ ବିଭାଗ କର୍ମଚାରୀ ଖୋଜାଖୋଜି କଲାପରେ ଏକ…
Read More...

ଡିସିଏ କାଉନସିଲ ସଦସ୍ୟ କମଳ ଦଳେଇଙ୍କ ବିୟୋଗରେ ଶୋକସଭା

ବୌଦ୍ଧ,୨୩/୩:- ପୂର୍ବତନ କ୍ରିକେଟ ଖେଳାଳୀ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ସଦସ୍ୟ କମଳ କୁମାର ଦଳେଇଙ୍କ (୫୭ବର୍ଷ) ବୟସରେ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ସରକାରୀ ଚାକିରୀ କରୁଥିବା ସ୍ୱର୍ଗତ ଶ୍ରୀ ଦଳେଇ ଜଣେ ମେଳାପୀ,…
Read More...

ପେଡ ନିଉଜ ଉପରେ ରଖିବ ନଜର ଏମସିଏମସି

ପୁରୀ : ଚଳିତ ସାଧାରଣ ନିର୍ବାଚନରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାରେ ଏମସିଏମସି ବା ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି କାର୍ଯ୍ୟ କରୁଛି । ପୁରୀ ଜିଲ୍ଲା ଏମସିଏମସିର ଅଧ୍ୟକ୍ଷ ଜିଲ୍ଲାପାଳ ଥିବା ବେଳେ ସଦସ୍ୟ ଭାବେ ଉପଜିଲ୍ଲାପାଳ,ଅତିରିକ୍ତ ଉପ…
Read More...

ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ,ଦୁଇ ଗୁରୁତର

ହରଭଙ୍ଗା : ପୁରୁଣାକଟକ-ଧଳପୁର ପୂର୍ତ୍ତ ରାସ୍ତାର ବୁରୁବୁଡାଠାରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମତେ ଫୁଲବାଣୀ ଅଞ୍ଚଳର ମନୋଜ ସାହୁ(୪୦), ମିଥୁନ ସାହୁ( ୩୨) ଦୁଇଜଣ ଯୁବକ ବାହାଘର…
Read More...