ୱେଲିଂଟନ୍ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ରାଜୁତି, ଟପ୍-୫ ସ୍କୋର କଲେ 50+ ରନ
ନୂଆଦିଲ୍ଲୀ- ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ହୋଇଛି। ତୃତୀୟ ଦିନ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି । କିୱି ବୋଲରମାନେ କେବଳ ତିନୋଟି ୱିକେଟ ପାଇଛନ୍ତି। ଭାରତ ପାଇଁ କେଏଲ ରାହୁଲ ଶତକ ହାସଲ କରିଥିଲେ,!-->…
Read More...
Read More...