Monthly Archives

November 2026

ପ୍ରଥମ ଦିନ ନ୍ୟୁଜିଲାଣ୍ଡ ୨୪୩/୫, ଭାରତୀୟ ବୋଲରଙ୍କୁ ଘାଇଲା କଲେ ନିକୋଲ୍ସ-ଫିଲିପ୍ସ

ନୂଆଦିଲ୍ଲୀ- ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଶେଷ ହୋଇଛି। ଦିନର ଖେଳ ଶେଷରେ, ନ୍ୟୁଜିଲାଣ୍ଡ ତାର ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୨୪୩ ରନ କରିଛି। ହେନରୀ ନିକୋଲ୍ସ ୧୧୩ ରନ କରି ଅପରାଜିତ ଅଛନ୍ତି ଏବଂ ଗ୍ଲେନ୍ ଫିଲିପ୍ସ ୯୪ ରନ କରି ଅପରାଜିତ ଅଛନ୍ତି। ଦୁହେଁ…
Read More...

ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ଗୃହ ସରଗରମ, ଅପରାହ୍ଣ ୪ଟା ଯାଏଁ ମୁଲତବୀ

ଭୁବନେଶ୍ବର, : ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ଗୃହ ସରଗରମ । ଆରମ୍ଭରୁ ବିରୋଧୀଙ୍କ ନାରାବାଜିରେ କମ୍ପିଲା ବିଧାନସଭା । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିରୋଧୀ । କୋଟିଆ ଏବଂ ଗଞ୍ଜାମ ଓ ବନ୍ୟା ତାତିରେ ଧୋଇଗଲା ପ୍ରଶ୍ନ । ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୬ରୁ ପିଛିଲା…
Read More...

ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଶାଣି ଶେଷ, ରାୟ ସଂରକ୍ଷିତ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ହରପ୍ରସାଦ ପଟ୍ଟନାୟକଙ୍କ ଅଦାଲତରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ପରେ ରାୟ…
Read More...

ଗୁରୁବାରଠାରୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ, ଦଳର ରଣନୀତି ସଂପର୍କରେ ଏମିତି କହିଲେ ଗିଲ୍

ନୂଆଦିଲ୍ଲୀ- ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ପୂର୍ବରୁ, ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଦଳର ରଣନୀତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏହି ସିରିଜରେ ଚାରି ଜଣ ଦ୍ରୁତ…
Read More...

ଆସିଆନ୍ ସମ୍ମିଳନୀରେ ବିଶ୍ବ ପାଇଁ ବଡ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧୭/୧୧ : ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁନିଆ ଏବେ ବହୁ ସଙ୍କଟ ଦେଇ ଗତି କରୁଛି । ଏବେ ବିଶ୍ଵକୁ ଶାନ୍ତି ଏବଂ ସ୍ଥିରତାର ଆବଶ୍ୟକତା ରହିଛି । ଆମ ପାଖରେ ସାମର୍ଥ୍ୟ ଏବଂ…
Read More...

ବାତ୍ୟା ‘ଅକ୍‌ଭାନ’ର ଗତିପଥକୁ ନେଇ ଦ୍ଵନ୍ଦ୍ଵ

ଭୁବନେଶ୍ଵର : ବାତ୍ୟା 'ଅକ୍‌ଭାନ'ର ଗତିପଥକୁ ନେଇ ଦ୍ଵନ୍ଦ୍ଵ । ବଦଳୁଛି ମଡେଲ ଆକଳନ । ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ ୩୬ ଘଣ୍ଟା ପରେ ଏହାର ତୀବ୍ରତା ବୃଦ୍ଧି ପାଇପାରେ ବୋଲି ମଡେଲରୁ ସୂଚନା ମିଳୁଛି । ଅନ୍ୟପଟେ ବାତ୍ୟାର ଗତିପଥରେ ମଧ୍ୟ…
Read More...

ରାଜ୍ୟରେ ଆରମ୍ଭ ହେଲା ପିଏମ୍‌ ଆବାସ ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା

ବଲାଙ୍ଗୀର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରୁ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାର ସୁଫଳ ପ୍ରଦାନ…
Read More...

ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ବର- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତା'ପରେ ଏହା ଆହୁରି ଘନୀଭୂତ ହୋଇ ୧୬ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ…
Read More...

ଏହି ଅଭିଯୋଗରେ କଙ୍ଗନାଙ୍କ ନାମରେ ଏତଲା

ନୂଆଦିଲ୍ଲୀ,୧୪।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶର ଶିମଲାରେ ଏକ ଏଫଆଇଆର ରୁଜୁ ହୋଇଛି । ଗାନ୍ଧୀ ପରିବାରକୁ ନେଇ ସୋସିଆଲ…
Read More...