Browsing Category

ଖେଳ

ଏସୀୟ କ୍ରୀଡା: ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢିବ ଭାରତ

ନୂଆଦିଲ୍ଲୀ-ଏସୀୟ କ୍ରୀଡାର ପୁରୁଷ କ୍ରିକେଟ ବିଭାଗରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଓ ଭାରତ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ସକାଳେ ପ୍ରଥମ ପାକିସ୍ତାନ ବାଲାଂଦେଶକୁ 6 ୱିକେଟରେ ହରାଇବା ପରେ ଅପରାହ୍ନରେ ଭାରତ ଶ୍ରୀଲଙ୍କାକୁ ବିଶାଳ 124 ରନରେ ହରାଇ ଫାଇନାଲରେ ପ୍ରବେଶ…
Read More...

ତୀରନ୍ଦାଜୀରେ ଭାରତକୁ ହ୍ୟାଟ୍ରିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୬ରେ ଭାରତର ସୁନା ବର୍ଷା। ବୁଧବାର ତୀରନ୍ଦାଜୀରେ ଭାରତକୁ ମିଳିଛି ହ୍ୟାଟ୍ରିକ ସ୍ୱର୍ଣ୍ଣ। ପୂର୍ବରୁ ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଟିମ୍‌ ଇଭେଣ୍ଟ ଓ କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଇଭେଣ୍ଟ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା।ଏବେ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ…
Read More...

୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂହ

ନୂଆଦିଲ୍ଲୀ; ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ସୋମବାର ସୁଟିଂରେ ଭାତରକୁ ରୌପ୍ୟ ପଦକ ମିଳିଛି । ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂହ । ଏହାକୁ ମିଶାଇ ଭାରତର ମୋଟ୍ ପଦକ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।ହାଇଦ୍ରାବାଦର ୨୧ ବର୍ଷୀୟା ଖେଳାଳି ତିନୋଟି…
Read More...

ଏସୀୟ କ୍ରୀଡା; ମଇଦାନକୁ ନ ଓହ୍ଲାଇ ସେମିଫାନାଲରେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ- ଖରାପ ପାଗ ଯୋଗୁଁ ନିଜ ନିଜର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ବାତିଲ ହେବା ପରେ ଭାରତ ଏବଂ ପାକିସ୍ତାନ ଏସୀୟ କ୍ରୀଡ଼ା ୨୦୨୬ର ସେମିଫାଇନାଲରେ ପ୍ରବେଶ କରିଛନ୍ତି।ନିଶ୍ଚିନ ସ୍ଥିତ କୋରୋଗି ସ୍ପୋର୍ଟସ୍ ପାର୍କରେ ସକାଳ ଅଧିବେଶନରେ ପାକିସ୍ତାନର ମୁକାବିଲା ହଂକଂ(ଚୀନ୍ ) ସହ ହେବାର…
Read More...

ଗିଲଙ୍କ ଅଧିନାୟକତ୍ୱ ଦକ୍ଷତାକୁ ପ୍ରଶଂସା କଲେ କୋହଲି, କହିଲେ ବଡ କଥା

ନୂଆଦିଲ୍ଲୀ- ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ଶୁଭମନ ଗିଲଙ୍କ ନେତୃତ୍ୱରେ ଖେଳିବ। ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଏହି ସିରିଜ୍‌ରେ ଖେଳିବେ।…
Read More...

ଇରାନକୁ ହରାଇ କବାଡିରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ସିଆନ୍‌ ଗେମ୍ସରେ ମହିଳା କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ ପଦକ । ଫାଇନାଲ୍‌ରେ ଇରାନକୁ ହରାଇ ଜିତିଲା ଗୋଲ୍ଡ ମେଡାଲ୍‌ । ଟୋକାଇର ଟୋକାଇ ସିଟିଜେନ୍ ଜିମ୍ନାସିୟମ୍‌ରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାର ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା କବାଡି ଦଳ ଶକ୍ତିଶାଳୀ ଇରାନକୁ ପରାସ୍ତ…
Read More...

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ- ଭାରତୀୟ ମହିଳା କ୍ରିକେଟ୍ ଦଳ ଏସୀୟ କ୍ରୀଡା 2026 ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ, ଭାରତ ଶ୍ରୀଲଙ୍କାକୁ 147 ରନରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି 216/3 ର ବିଶାଳ ସ୍କୋର କରିଥିଲା। ଜବାବରେ,…
Read More...

ଇତିହାସ ରଚିଲେ ବୁମରା: ଟି-୨୦ ଆନ୍ତର୍ଜାତୀୟରେ ପକାଇଲେ ସର୍ବାଧିକ ମେଡେନ୍ ଓଭର

ନୂଆଦିଲ୍ଲୀ:ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ବଡ଼ ଇତିହାସ ରଚିଛନ୍ତି। ମ୍ୟାଚ୍‌ର ଆରମ୍ଭରୁ ପାୱାରପ୍ଲେ'ରେ ବୋଲିଂ କରି ଆଫଗାନିସ୍ତାନ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ବୁମରା। ତାଙ୍କର ଏହି ଘାତକ ବୋଲିଂ କେବଳ ଟିମ୍…
Read More...

ଭାରତ ଆସିବ ପାକିସ୍ତାନ ଟିମ୍

ଚଣ୍ଡୀଗଡ଼: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଭାରତୀୟ ମାଟିରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ‘ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬’ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ଟିମ୍ ଭାରତ ଗସ୍ତ କରିବ। ଏହି ବହୁପ୍ରତୀକ୍ଷିତ ମ୍ୟାଚ୍‌ ଗୁଡ଼ିକ ପଞ୍ଜାବର ମୋହାଲି ତଥା…
Read More...

ପଡିଆରେ ଗୁଡି ଉଡାଇଲେ ଅଭିଷେକ ଓ ଦୁବେ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ- ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଆସନ୍ତା ରବିବାର ଦିନ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ମସ୍ତି ମୋଡ୍ ରେ ଦେଖିବାକୁ ମିଳିଛି । ବିଶେଷ କରି ଟିମ୍ ଇଣ୍ଡିଆର…
Read More...