Monthly Archives

June 2020

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ରୋଷେଇ ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟିବାରୁ ବୌଦ୍ଧ ସହର ୫ନମ୍ବର ୱାର୍ଡ ସୁଦସାହିରେ ୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି I ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବସ୍…
Read More...

ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ: ଆଜି ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଏହି କ୍ଲବ୍ ରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯେଉଁ ଠାରେ ୧୧ ଜଣ ଝିଅ ରକ୍ତ ଦାନ କରିଥିଲେ । ଏହି ଶିବିରକୁ ସିମାଞ୍ଚଳ ମୁଖୀଙ୍କ ନେତୃତ୍ବରେ ସର୍ଵେସ୍ବର ସାହୁ, ଅଭୟ…
Read More...

ଦାରିଙ୍ଗ ବାଡ଼ି ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଏମିତି ! ଦୁଇଦିନ ତଳେ ପୋତାଯାଇଥିବା ପୋଲ ନଇଁ ପଡ଼ିଲା ଅଳ୍ପକେ…

ଦାରିଙ୍ଗବାଡ଼ି ୩୦/୬: କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଳକରେ ବିଦ୍ୟୁତ ବିଭାଗର କର୍ମକର୍ତ୍ତାମାନଙ୍କ ବେପରୁଆ ମନୋଭାଵ ଯୋଗୁଁ ବିନା କାରଣରେ ଲୋକଙ୍କ ଜୀବନ ହାନି ଘଟୁଛି l ତଥାପି ବିଦ୍ୟୁତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ l ଦିନକୁ ଦିନ ଅଞ୍ଚଳରେ ଘଟଣା ଦୁର୍ଘଟଣା…
Read More...

ପିଏମ.ଏ.ୱାଇ ସଂପର୍କୀତ ଜନସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩୦/୬- ବୌଦ୍ଧଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଗୃହହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ପିଡବ୍ଲୁଏଲ ତାଲିକା ଅନୁସାରେ କ୍ରମାନ୍ୱୟରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉଛି । ଏ ସଂପର୍କରେ ସଚେତନତା…
Read More...

ପିଏମ.ଏ.ୱାଇ ସଂପର୍କୀତ ଜନସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩୦/୬- ବୌଦ୍ଧଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଗୃହହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ପିଡବ୍ଲୁଏଲ ତାଲିକା ଅନୁସାରେ କ୍ରମାନ୍ୱୟରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉଛି । ଏ ସଂପର୍କରେ ସଚେତନତା…
Read More...

ଗରିବଙ୍କୁ ୫ମାସ ଯାଏଁ ମିଳିବ ମାଗଣାରେ ରାସନ :ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଓ ଲକ୍ଡାଉନ୍ ଯୋଗୁଁ ବହୁ ଗରିବ ଲୋକ ତଥା ଶ୍ରମିକ ରୋଜଗାର କ୍ଷେତ୍ରରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏବେ ଅନ୍ଲକ୍ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଲକ୍ଡାଉନ୍ ବେଳେ ଅସଂଖ୍ୟ ଲୋକ ଜୀବିକା ହରାଇଥିଲେ । ଏପରିକି ବହୁ ଗରିବ ଶ୍ରେଣୀର ଲୋକ କଳକାରଖାନା ଓ…
Read More...

ମୁମ୍ବାଇରେ ପୁଣି ଆତଙ୍କୀ ହମ୍ଲା ଆଶଙ୍କା

ମୁମ୍ବାଇ : ମୁମ୍ବାଇରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି । ବିଶେଷତଃ ଏଠାରେ ଥିବା ଅନ୍ୟତମ ପ୍ରତିଷ୍ଠିତ ତାଜ୍ ହୋଟେଲକୁ ଉଡ଼ାଇଦେବା ଲାଗି ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗତକାଲି ରାତିରେ ପାକିସ୍ତାନରୁ କେହିଜଣେ ଫୋନ୍କରି ଏଭଳି ଧମକ…
Read More...

ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ

ବେଜିଂ : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ସହ ଲଢ଼ୁଥିବା ବେଳେ ଚୀନ୍ରେ ଆଉ ଏକ ଭୂତାଣୁ ଚିହ୍ନଟ ହୋଇଛି । ଏହା ମଧ୍ୟ କରୋନା ଭଳି ଅତି ମାରାତ୍ମକ ଭୂତାଣୁ । ଘୁଷୁରୀମାନଙ୍କଠାରେ ଏହି ଭୂତାଣୁ ରହିଛି । ଏହା ମଣିଷକୁ ସଂକ୍ରମଣ କରିପାରେ । ପରେ ଏହି ଭୂତାଣୁ ମଣିଷକୁ ମଣିଷ ସଂକ୍ରମଣ…
Read More...

କୁଲାଙ୍ଗ ଗ୍ରାମବାସୀଙ୍କୁ ଗଜପତି ଏସପିଙ୍କ ସାମଗ୍ରୀ ବଣ୍ଟନ

ଗଜପତି ଏସପି ସାରାଶର୍ମା ଗୁମ୍ମାବ୍ଳକରବଡ଼କଳାକୋଟ ପଞ୍ଚାୟତର କୁଲାଙ୍ଗ ଗ୍ରାମ ବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଛନ୍ତି।ଏହି ଗ୍ରାମର ଅଧିକାଂଶ ଲୋକ ଗରିବ ଶ୍ରେଣୀର ଅଟନ୍ତି ଗତବର୍ଷ  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ପାହାଡ଼ରୁ ଭୁସ୍ଖଳନ ହେବା ଯୋଗୁଁ ଘରଦ୍ୱାର ଭାଙ୍ଗି ଯିବା ସହ…
Read More...

ପାରଳା ସହରର ଗୋଟିଏ ଘରୋଇ ହସ୍ପିଟାଲକୁ ସିଲ କଲା ଜିଲ୍ଲା ପ୍ରଶାସନ

ଗଜପତି ଜିଲ୍ଲାରେ ଦିନକୁ ଦିନ କୋଭିଡ଼ି19ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି।ଏହାକୁ ପ୍ରତିରୋଧ କରିବା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜୁନ 28 ରୁ 30ପର୍ଯ୍ୟନ୍ତ ଗୋଶାଣୀ ବ୍ଳକ ଗୁମ୍ମାବ୍ଳକ କାଶୀନଗର ବ୍ଳକର ରାଣୀପେଣ୍ଟ। ପଞ୍ଚାୟତ ଓ ପାରଳାଖେମୁଣ୍ଡି ସହରକୁ ସଟଡାଉନ କରାଯାଇଛି।…
Read More...