Monthly Archives

October 2023

ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ବିଧାୟକଙ୍କ ଚିଠି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ । ଜିଲ୍ଲାର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳକୁ…
Read More...

ଲାଞ୍ଚୁଆ ଅଭିଯୁକ୍ତକୁ ୪ ବର୍ଷ ଜେଲ୍‌

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ ନେବା ମାମଲାର ବିଚାରଣ କରି ମାମଲାର ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମାର୍କଫେଡର ପୂର୍ବତନ ଏରିଆ ମ୍ୟାନେଜର ଦାୟିତ୍ୱରେ ଥିବା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଗ୍ରାମର ଭୁବନ…
Read More...

ବାଞ୍ଜିଝାଲ ଗାଁରେ ୨୧ ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ କେରବେଡା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିଝାଲ ଗ୍ରାମର କମିଟି ତଥା ଗ୍ରାମବାସୀ ପକ୍ଷରୁ ୨୧ ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବର ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଅକ୍ଟୋବର ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଅନୁଷ୍ଠିତ…
Read More...

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଦାସ । ସେ ୧୯୯୦ ମସିହାରୁ ଶିକ୍ଷକତା ଜୀବନର ଆରମ୍ଭ କରିଥିଲେ । ଆଜି ସମୟରେ ଅନ୍ତରାଳରେ କାର୍ଯ୍ୟ ଅକ୍ଷତାର ଅନ୍ତିମ ପରିଣତି ହେଉଛି ଅବସର । ନୀଳାଦ୍ରିପୁର…
Read More...

ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ

 ଆଠଗଡ଼:କଟକ ଜିଲ୍ଲା ବଡମ୍ବା ବ୍ଲକର ବେଲିଆପାଳ ଗ୍ରାମରେ ୩ ଜଣ ଖଇନି ବ୍ୟବସାୟୀଙ୍କ ଘରେ ଜିଏସଟି ଚଢାଉ କରିଛି। ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱର ଜିଏସଟି କମିଶନର ଅଶୋକ ଜେନା ୧୫ ଜଣିଆ ଟିମ୍ ସହ ପୋଲିସ ଅଧିକାରୀଙ୍କୁ ନେଇ ଚଢାଉ କରିଥିଲେ। ବେଲିଆପାଳରେ ବେଆଇନ କାର୍ଯ୍ୟ ଚଳାଉଥିବା ମା'…
Read More...

ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର, ଅଭିଯୁକ୍ତ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବନ ବିଭାଗ ଅଧୀନସ୍ଥ ବଙ୍କାପୁର ଗ୍ରାମର ଛତା ଗ୍ରାମ ନିକଟରେ ଜୀବିତ ବଜ୍ରକାପ୍ତ କାରବାର ବେଳେ ଓଡ଼ିଶା ଟାକ୍ସଫୋର୍ସ ଦ୍ୱାରା ଚଢାଉ କରିଛନ୍ତି । ଏହି ଚଢାଉ ବେଳେ ଜଣେ ଅଭିଯୁକ୍ତ ରଞ୍ଜନ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ଜୀବିତ ବଜ୍ରକାପ୍ତକୁ…
Read More...

କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି କୁର୍ମୀ କ୍ଷେତ୍ରୀୟ ଅଞ୍ଚଳ ସଂସ୍ଥା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନକୁ ପାଳନ କରିବା ଉଦ୍ଦେଶ୍ୟରେ ପୁରୁଣା ପଡାରୁ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଛକ ଠାରେ ଥିବା ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ…
Read More...

ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ଫାଟକ ସମ୍ମୁଖରେ ଧାରଣା ଦେଲେ କାଦପଡା ଚାଷୀ

ଆଠମଲ୍ଲିକ, :ଚାଷୀ ମାନଙ୍କୁ ସ୍ୱାବାଲମ୍ବୀ ଏବଂ ଭଲ ରଜୋଗାର ସହ ଚାଷୀଙ୍କ ଦୁଃଖ ଦୂର କରିବାପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ସେଥିପାଇଁ ସରକାର କାଳିଆ ଯୋଜନା, ବଲରାମ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେ।ଗ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି । କେବଳ ଏତିକି ନୁହେଁ ବିଭିନ୍ନ…
Read More...

ଚମ୍ପାପୁର-କେଳାକଟା ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଦାବିରେ ରାସ୍ତାରୋକ, ଗ୍ରାମବାସୀ ଓ ଠିକା ସଂସ୍ଥା କର୍ମଚାରୀଙ୍କ…

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ନିର୍ମାଣଧୀନ ଥିବା ବେଳେ ରେଳପଥ ରାସ୍ତା ନିର୍ମାଣ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କେଳାକଟା ଗ୍ରାମବାସୀମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ବର୍ତ୍ତମାନ ରେଳପଥ କାର୍ଯ୍ୟ କେଳାକଟା ଦେଇ ଯାଉଥିବା…
Read More...

ଦୁର୍ନୀତି ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩୦/୧୦:- ଦୁର୍ନୀତି ନିବାରଣ ସଚେତନତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଶପଥ ପାଠ କରାଇଛନ୍ତି । ଅନୁରୂପ ଭାବେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅସ୍ୱାନ ହଲ୍‌ରେ ଜିଲ୍ଲାପାଳ…
Read More...