Monthly Archives

August 2023

ଟିକପାଲିରେ ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଟିକପାଲିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିତେନ୍ଦ୍ର ବନଗୁଳାକୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ୍‌ ପହଞ୍ଚିଛି ଜିତେନ୍ଦ୍ରକୁ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଜିତେନ୍ଦ୍ରକୁ ମୃତ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ

ପୁରୀ: ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ସ୍କୁଲ୍‌, କଲେଜ ଗୁଡିକର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପୁରୀ ଜିଲ୍ଲା ର ୩୮ ଟି କଲେଜ କୁ ୫ଟି ଯୋଜନାରେ ରୂପାନ୍ତରଣ ନେଇ ରାଜ୍ୟ ସରକାର ୨୭ କୋଟି ଟଂକା ମଞ୍ଜୁର…
Read More...

ପୁରୀ ଜିଲ୍ଲା ସ୍କୁଲ୍‌ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୁରୀ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍କୁଲ୍‌ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା…
Read More...

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ମୁଖ୍ୟାଳୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର, ଭତ୍ତା ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଗରିମାମୟ ରକ୍ତଦାନ ଶିବିରରେ ନିଗମ କର୍ମଚାରୀଙ୍କ ସହିତ…
Read More...

ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର : ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ରଙ୍କ ଜନ୍ମଦିନ ଅବସରରେ “ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବିଭିନ୍ନ ଯୁବକ ବର୍ଗ ତଥା ଛାତ୍ର ଛାତ୍ରୀ ଏବଂ…
Read More...

ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…
Read More...

ବିପୁଳ ପରିମାଣର ମଦ ଓ କଫ୍‌ ସିରପ ଜବତ, ଜଣେ ଗିରଫ୍‌

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ଦଶପଲ୍ଲା ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ଘୋଳାହାଣ୍ଡି ଗ୍ରାମର ଶଂକର ପ୍ରଧାନଙ୍କ ଘରୁ ୧୮ ଟି ସିଲ୍‌ କଫ ସିରପ୍‌ ବୋତଲ, ୫ଟି…
Read More...

ସମୂହ ଛୁଟିରେ ଗଲେ କୃଷି ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କାର୍ଯ୍ୟରତ କୃଷି ଅଧିକାରୀମାନେ କ୍ୟାଡର ପୁନଃ ବିନ୍ୟାସରେ ଅହେତୁକ ବିଳମ୍ବର ପ୍ରତିବାଦରେ ୩୧ ଅଗଷ୍ଟଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିଥିବା ଜଣାପଡ଼ିଛି । ଓଡ଼ିଶା କୃଷି ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ଏହା ସୂଚନା ଦିଆଯାଇଛି ।…
Read More...

୪ ବ୍ରାଉନ ସୁଗାର ବେପାରୀ ଗିରଫ

ପୁରୀ : ପୁରୀ ପୋଲିସ ଦ୍ୱାରା ୪ ବ୍ରାଉନ ସୁଗାର ବେପାରୀ ଗିରଫ । କୁମ୍ଭାରପଡା ଥାନା ଏବଂ ତାଳବଣିଆ ଥାନା ଦ୍ୱାରା ଚାରି ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୧୭ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବା ନେଇ…
Read More...

ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ ଗିରଫ

ପୁରୀ : ଗତକାଲି ଅପରାହ୍ନରେ ପୁରୀ ଜଟିଆ ବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ । ହତ୍ୟା ଘଟଣାରେ ୩ଜଣ…
Read More...