Monthly Archives

March 2021

ନିଆଁ ଲାଗି 16 ବଖରା ଘର ଭସ୍ମୀଭୂତ

ବୌଦ୍ଧ,୩୧/୩- ବୈାଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରେ ଆଜି ଅପରାନ୍ହରେ ଅଗ୍ନିକାଣ୍ଡ ଘଟି 10 ଟି ପରିବାରର 16 ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 1 ଘଣ୍ଟା ସମୟରେ କଣ୍ଟାମାଳ…
Read More...

ରେବିଙ୍ଗିଆ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣା, ୩ ହତ୍ୟାକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ

ବାଲିଗୁଡ଼ା,୩୧/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ କୁଟିଗୁଡ଼ା ଗ୍ରାମର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ଗିରଫ ତିନିଜଣ ଅଭିଯୁକ୍ତ ମୃତକଙ୍କ…
Read More...

ନିଆଁଲାଗି ଦୁଇ ବଖରା ଭସ୍ମୀଭୂତ

ବୌଦ୍ଧ/ଜହ୍ନାପଙ୍କ,୩୧/୩- ବୌଦ୍ଧବ୍ଳକ ବଢ଼ିଗାଁର ହିମାଂଶୁ ସ୍ୱାଇଁଙ୍କ ଘରେ ଆଜି ସକାଳ ପ୍ରାୟ ସାଢେ ସାତଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଏହି ଘରକୁ ସେ ବରୁଣ ସ୍ୱାଇଁଙ୍କୁ ଭଡାରେ ଦେଇଥିଲେ ଏବଂ ସେ କୁକୁଡ଼ା ବ୍ୟବସାୟ କରୁଥିଲେ । ଏହି…
Read More...

ବୌଦ୍ଧ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୩୧/୩- ବୌଦ୍ଧଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା, ଯୁବ ବିଜେପି ନେତା ଲୋକନାଥ ପ୍ରଧାନ, କରୋନା ଯୋଦ୍ଧା ବିଶ୍ୱନାଥ…
Read More...

କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବାରହା ମାଂସ ଜବତ, ଦୁଇ ଗିରଫ

ବୌଦ୍ଧ,୩୧/୩ - ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି ।ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ଦେଖିବlକୁ ମିଳୁଛି। ନିକଟରେ କଣ୍ଟାମାଳ ବନବିଭାଗ କର୍ମଚାରୀ ସେଭଳି ଶିକାର କରିଥିବା ପ୍ରାୟ ପାଞ୍ଚ କିଲୋ ବାରାହା ମାଂସ ଜବତ କରିବା ସହ…
Read More...

ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି

ବୌଦ୍ଧ,୩୧/୩ - ବୌଦ୍ଧବ୍ଲକ୍‌ ତେଲିବନ୍ଧ ଗ୍ରାମ ପଂଚାୟତର ତେଲିବନ୍ଧ ଛକରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବହୁଦିନ ଧରି ଅଚଳ ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନରେ ୨ ଲକ୍ଷ ୪୦ ହଜାର ଟଙ୍କାରେ…
Read More...

ଗୁଣିଗାରେଡି ସନ୍ଦେହରେ ଘର ଭାଙ୍ଗିଦେବା ଅଭିଯୋଗ

ବାଲିଗୁଡ଼ା,୩୧/୩: ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ନିଜର ମଣିଷ ପଣିଆ ହରେଇ ବସୁଛି । ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଗୁଣି, ଗାରେଡ଼ି, ଭୂତ ପ୍ରେତ, କାଳେଶୀ ଆଦିର ପ୍ରହେଳିକା ଦେଖେଇ ଲୋକଙ୍କୁ ଭୁଆଁ ବୁଲେଇବା ସହ ଶତ୍ରୁକୁ ମାତ୍‌ ଦେବାକୁ ଷଡ଼ଯନ୍ତ୍ର ରଚୁଛନ୍ତି…
Read More...

ପୂର୍ବତନ ହରଭଙ୍ଗା ବି. ଇ. ଓ. ସନାତନ ଗାଆଣଙ୍କ ପରଲୋକ

ବୌଦ୍ଧ,୩୦/୩ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କ ଆଜି ଅପରାନ୍ହ ପ୍ରାୟ ଘ.3.10 ମିନିଟ ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲା ଖଳପାଳରେ ହୃଦଘାତରେ ପରଲୋକ ଗମନ କରିଥିବା ଜଣାପଡିଛି l ସେ ପ୍ରାୟ 4 ବର୍ଷ ଧରି ହରଭଙ୍ଗା ବି.ଇ.ଓ. ଭାବେ…
Read More...

କରୋନା କଟକଣାରେ ହୋଲିପର୍ବ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୩୦/୩- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଅଂଚଳରେ ହୋଲି ପର୍ବ କୋରନା କଟକଣା ମଧ୍ୟରେ ସୋମବାର ପାଳିତ ହୋଇଯାଇଛି । କଟକଣା ପାଇଁ ଗୋଷ୍ଠୀ ବା ଦଳଖେଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ନିଜ ନିଜ ପରିବାର ମଧ୍ୟରେ ଖେଳ ହୋଇଥିଲା । ଗୋଟିଏ ପରିବାରୁ ଅନ୍ୟ ପରିବାରକୁ କେହି…
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ଫୁଲବାଣୀ,୩୦/୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରକ୍ତଭଣ୍ଡାର ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ରକ୍ତଦାନ ଶିବିରକୁ ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଶୁଭ ଉଦଘାଟନ କରିଥିଲେ ଏବଂ…
Read More...