Monthly Archives

November 2023

କଟକ ବାଲିଯାତ୍ରାରେ ଅନୁଷ୍ଠିତ ହେବ ଦଶପଲ୍ଲା ରାମଲୀଳା

ଦଶପଲ୍ଲା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଏହି ଯାତ୍ରାରେ ସ୍ଥାନ ପାଇଛି ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
Read More...

ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ ଦେବସ୍ମିତା ଶତପଥୀ

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା । ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍‌ ସାହୁଙ୍କ ନେତୃତ୍ୱରେ ଓ ଉପ ଜିଲ୍ଲାପାଳଙ୍କ…
Read More...

ନବରଙ୍ଗପୁର ଜିଲ୍ଲା କଂଗ୍ରେସର “ତୁଳସୀ ଯାତ୍ରା’

ନବରଙ୍ଗପୁର: ଆଜି ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ତୁଳସୀ ଯାତ୍ରା ବହାରିଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତ୍ୟେକ ବ୍ଲକରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ପିସିସି ତରଫରୁ ନିର୍ଦ୍ଦେଶ ହୋଇଥିଲା ।…
Read More...

କ୍ରୀଡା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ,୨୯ା୧୧: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କ୍ୟାରୋମ, ସ୍ୱରଚିତ କବିତା ପାଠ ଏବଂ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ…
Read More...

ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା

ପାରଳାଖେମୁଣ୍ଡି : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶଭାଯାତ୍ରା ବାହାରି ସହର ପରିକ୍ରମା କରି…
Read More...

କୁସଙ୍ଗ ଯୋଗାଣ ସହାୟକଙ୍କ ପରଲୋକ

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ କୁସଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କ ବଡ ଭାଇ ଯୋଗାଣ ସହାୟକ ଥିବା ଜ୍ଞାନରଞ୍ଜନ ସଂଗ୍ରାମ ସିଂ(ଟିକି)ଙ୍କ ଗତକାଲି ବୁଧବାର ରାତ୍ର ୧୧ ଘଣ୍ଟିକା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛନ୍ତି । ସେ ଦୀର୍ଘ ଦିନ ହେବ କିଡ଼ନୀ ଜନିତ ରୋଗରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର:ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।ମୁଖ୍ୟମନ୍ତ୍ରୀ…
Read More...

ହାଇବା ଧକ୍କାରେ ବୃଦ୍ଧ ମୃତ, ସହାୟତା ପ୍ରଦାନ

ହରଭଙ୍ଗା :ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ପେଟ୍ରୋଲ ପମ୍ପ ଠାରେ ଗୁରୁବାର ଦିନ ହାଇବା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ଆଜି ସକାଳ ପ୍ରାୟ ୬ଘଣ୍ଟା ସମୟରେ ଏକ ବାଲି ବୋଝେଇ ହାଇବା ପେଟ୍ରୋଲ ପମ୍ପକୁ ତେଲ ପକାଇ ଯାଇଥିବା ସମୟରେ ଫୁଲବାଣୀ…
Read More...

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

ଦଶପଲ୍ଲା : ୫ ଦଫା ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ଦିବା ୧୦ ଘଟିକା ସମୟରୁ ଧାରଣା ଆରମ୍ଭ ହୋଇଥିବାବେଳେ, ନିମ୍ନଲିଖିତ ଦାବି ଗୁଡିକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ…
Read More...

ବିଶ୍ୱ ଏଡସ୍‌ ଦିବସ-୨୦୨୩ ଅବସରରେ “ସମ୍ପ୍ରଦାୟକୁ ନେତୃତ୍ୱ ଦିଅନ୍ତୁ’ ଶୀର୍ଷକ କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ସ୍ୱାତି, ଜିଲ୍ଲା ସାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ବିଶ୍ୱ ଏଡସ୍‌ ଦିବସ-୨୦୨୩ ଅବସରେ ଫୁଲବାଣୀ ସ୍ଥିତ ଚନ୍ଦନ ନଗର ଠାରେ ସମ୍ପ୍ରଦାୟକୁ ନେତୃତ୍ୱ ଦିଅନ୍ତୁ ଶୀର୍ଷକ ଆଲୋଚନା…
Read More...