Monthly Archives

July 2022

ଚେସ୍‌ ଅଲିମ୍ପିଆଡ : ଖେଳ ମଝିରେ ବେହୋସ ହୋଇଗଲେ ଇସ୍ତୋନିଆ ଖେଳାଳି

ମମଲାଲାପୁରମ୍‌ (ତାମିଲନାଡୁ) : ଏବେ ତାମିଲଡ଼ାଡ଼ୁରେ ଚାଲିଛି ୪୪ତମ ଚେସ୍‌ ଅଲିମ୍ପିଆଡ । ଆଜି ପ୍ରତିଯୋଗିତା ଚାଲିଥିବା ବେଳେ ଅଘଟଣ ଘଟିଥିିଲା । ଇଷ୍ଟୋନିଆର ଜଣେ ଚେସ ଖେଳାଳି ଖେଳୁଥିବା ବେଳେ ହଠାତ ବେହୋସ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ…
Read More...

ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହିନୀ ମିଳିତ ସାଧାରଣ ବୈଠକ, ସମ୍ବର୍ଦ୍ଧିତ ହେଲେ ଏନଏସି ଅଧ୍ୟକ୍ଷା,…

ଜି. ଉଦୟଗିରି : ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହୀନି ମିଳିତ ସାଧାରଣ ବୈଠକ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମହାପାତ୍ର ପ୍ରଦୀପ…
Read More...

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜହ୍ନାପଙ୍କ,୩୧/୭: ଆଜି ଜଙ୍ଗଲ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ତଥା ଗ୍ରାମ୍ୟ ଜଳ ଯୋଗାଣ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ପ୍ରଥମେ ଖୁଂଟବନ୍ଧ ଗ୍ରାମୀଣ ପାଠାଗାର, ଲଷ୍ମୀପ୍ରସାଦ ପଂଚାୟତ ହନୁମାନ ବନ୍ଧରେ…
Read More...

ପୋଖରୀରେ ବୁଡି ଅଜା-ନାତି ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ବୁଡି ଅଜା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ । ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ…
Read More...

ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଆଜି ଅନୁଷ୍ଠିତ ଏକ ଜାତୀୟ ସମାବେଶରେ ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟର ଗୋଁଣ୍ଡ ବହୁଳ ୨୦ଟି ଜିଲ୍ଲାରେ ବସବାସ କରୁଥିବା ୨୦୧୧ ଜନଗଣନା ଅନୁସାରେ…
Read More...

ଯୁବ କଂଗ୍ରେସର ଜିଲ୍ଲା ବ୍ୟାପୀ ପଦଯାତ୍ରା, ବିଜେଡି ଯୁବ ଗୋଷ୍ଠୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛି : ସ୍ମୃତି ଲେଙ୍କା

ନବରଙ୍ଗପୁର: ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କ୍ରମରେ ରବିବାର ନବରଙ୍ଗପୁର ସଦର ମହକୁମାଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ…
Read More...

ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ

ନୂଆଦିଲ୍ଲୀ,୩୧/୭ : ଭାରତରେ ଜଣେ ମଙ୍କିପକ୍‌ସ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ କେରଳର । କେରଳର ଥ୍ରିସୁରରେ ମୃତ୍ୟୁବରଣ କରିଥିବା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ଆଜି ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ ଏବଂ…
Read More...

ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

କୋଲକାତା : ପୂର୍ବ ଭାରତର କୋକିଳକଣ୍ଠୀଭାବେ ପରିଚିତ ପ୍ରଖ୍ୟାତ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।…
Read More...

ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଜିଲ୍ଲାସ୍ତରୀୟ କୁଳ ସମାଜର ନେତାଙ୍କୁ ନେଇ ବୈଠକ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଳ ସମାଜର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ…
Read More...

ପୂର୍ବତନ ସେନାନୀ ସଂଘର ବୈଠକ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକମାନଙ୍କ ପାଇଁ ନୀରବ…
Read More...