Monthly Archives

September 2022

ମହଙ୍ଗା ହେବ ଇଏମଆଇ :
ପୁଣି ବଢିଲା ରେପୋରେଟ୍‌

ନୂଆଦିଲ୍ଲୀ: ପୁଣିଥରେ ସୁଧହାର ବା ରେପୋରେଟ୍‌ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆରବିଆଇ ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ରେପୋ ରେଟ ୫.୯%ରେ ପହଞ୍ଚି ଯାଇଛି । ତତ୍କାଳ…
Read More...

ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା;୧୯ ମୃତ

କାବୁଲ: ଅଫାଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଏକ ଶିକ୍ଷାନୁଷ୍ଠାନରେ ହୋଇଛି ଭୟଙ୍କର ଆତ୍ମଘାତୀ ହମଲା । ଏଥିରେ ୧୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ପୁଲିସ କହିଛି,କାବୁଲର ପିଡି…
Read More...

‘ସିଡିଏସ୍‌’ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୀଲ ଚୌହାନ

ନୂଆଦିଲ୍ଲୀ: ଆଜି ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍‌ ଅନୀଲ ଚୌହାନ୍‌ । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ ପାହ୍ୟା ପାଇ ମୁଁ ଆନନ୍ଦିତ । ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ମୁଁ ତିନି ପ୍ରତିରକ୍ଷା…
Read More...

ଆସନ୍ତାକାଲି ଲଞ୍ଚ ହେବ ୫-ଜି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୫-ଜି ସେବାର ଶୁଭ ଉଦଘାଟନ କରିବେ । ଦିଲ୍ଲୀ ଦ୍ୱାରକା ସେକ୍ଟର-୨୫ରେ ଏହି ସେବାର ଶୁଭ ଉଦଘାଟନ କରିବେ ମୋଦୀ । ନିର୍ମାଣାଧିନ ଅଇଆଇସିସି ପରିସରରେ ଥିବା ସୁଡଙ୍ଗକୁ ଏହି ସେବାର ଉଦଘାଟନ ପାଇଁ ଚୟନ କରାଯାଇଛି । ଏହା ଭିତରେ ୫ଜି…
Read More...

ଗନ୍ଧରାଡି ପୀଠରୁ ମୃତ୍ତିକା ଓ ଜଳ ସଂଗ୍ରହ

ବୌଦ୍ଧ: ଆଜାଦି କା ଅମୃତ ମହୋତ୍ସବ ୭୫ ବର୍ଷ ପୂର୍ତ୍ତି ଓ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୃକ୍ଷରୋପଣ ପାଇଁ ଐତିହାସିକ ତଥା ଆଧ୍ୟାତ୍ମିକ ସ୍ଥାନ ଗନ୍ଧରାଡି (ଚାରିଶମ୍ଭୁ) ପକ୍ସଠରୁ ମୃତ୍ତିକା ଓ ଜଳ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସନତ…
Read More...

ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଉଦଘାଟିତ ହୋଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ ସାମ୍ବାଦିକମାନେ…
Read More...

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ, ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଙ୍ଘର ସାଧାରଣପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ସଭାପତି ଡ଼ଃ ଅରୂପ କୁମାର ଜେନା ଉଦଘାଟନ କରିଥିଲେ । ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର…
Read More...

କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଖଇରଟିକରା ସ୍ଥିତ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ…
Read More...

ବୌଦ୍ଧ ପୁଲିସକୁ ସଫଳତା : ଲୁଟେରା ଗିରଫ,୨ ଲକ୍ଷ ଟଙ୍କା ଜବତ

ବୌଦ୍ଧ : ଗତ ୨୧ ତାରିଖରେ ହୋଇଥିବା ଏକ ଲୁଟ ଘଟଣାର ଅଭିଯୁକ୍ତକୁ ଧରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନାଁ ଏ.ସନ୍ତୁ ଓରଫ ସନ୍ତୋଷ(୨୫) ଏବଂ ତା ଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ପୁଲିସ ଏ ସଂପର୍କରେ ଅଧିକ ସୂଚନା ଦେଇ କହିଛି ଯେ ଗତ ୨୧ ତାରିଖରେ ବୌଦ୍ଧ ବିଶ୍ୱନାଥପୁର…
Read More...

କଟାପାଲି ବିଦ୍ୟାଳୟରେ ବୃକ୍ଷ ରୋପଣ ସହ ପୋଷାକ ବଣ୍ଟନ ମେଳା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସରାଫଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା…
Read More...