Monthly Archives

September 2022

ସୁକନ୍ୟା ମହୋତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ଗଞ୍ଜମ: ବ୍ରହ୍ମପୁର ଡାକ ମଣ୍ଡଳ ଆନୁକୂଲ୍ୟରେ ମଙ୍ଗଳବାର ଦିନ "ସୁକନ୍ୟା ମହୋତ୍ସବ' ସ୍ଥାନୀୟ ସୁକୁଣ୍ଡା ରୋଡ ସ୍ଥିତ ନେତାଜୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସହକାରୀ ଡାକ ଅଧିକ୍ଷିକା କିରଣମାଳା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି…
Read More...

ସେବାୟତ କୁଳର ଅନନ୍ୟ ପରମ୍ପରା “ନେତପିଲା’

ପୁରୀ : ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ । ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ବାପା ମାଆଙ୍କ ଆୟୁଷ ବୃଦ୍ଧି ସହ ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ…
Read More...

ହୀରାକୁଦ ଜଳଭଣ୍ଡାର ହେଲା ପୂର୍ଣ୍ଣଗର୍ଭା

ସମ୍ବଲପୁର: ପୂର୍ବରୁ ନିର୍ଦ୍ଧାରିତ ରୁଲକର୍ଭ ଅନୁସାରେ ସେପ୍ଟେମ୍ବର ମାସର ଶେଷ ସପ୍ତାହ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ପହଞ୍ଚି ଯାଇଛି । ଏବର୍ଷ ବିକ୍ଷିପ୍ତ ଓ ଅନିୟମିତ ବର୍ଷା ଯୋଗୁଁ ଏଥିପାଇଁ ନାନାଦି ଆଶଂକା ପ୍ରକାଶ ପାଇଥିଲା କି ଏହି ଜଳଭଣ୍ଡାର…
Read More...

ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି > ଏହି ମେଗା ଇଭେଣ୍ଟ ଆରମ୍ଭ ପୂର୍ବରୁ ଆଇସିସି ଟୁର୍ନାମେଣ୍ଟର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି -୨୦ ବିଶ୍ୱକପ ପାଇଁ ମୋଟ ୫.୬ ମିଲିୟନ ଡଲାର ପୁରସ୍କାର ରାଶି…
Read More...

ନମ୍ବର ପ୍ଲେଟ ମହଲତ ମାସେ ବଢିଲା, ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଶେଷରେ ମିଳିଲା ଆଶ୍ୱସ୍ତି । ପୂଜା ବଜାରରେ ଗାଡ଼ି ବାହାରକୁ ନେଇ ହେବ କି ନାହିଁ, ସେନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଭଲ ଖବରଟିଏ ଆସିଛି ।ତାହା ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତକୁ ମାସେ ବୃଦ୍ଧି କରାଯାଇଛି । ଆଜି ଶେଷ ହେଉଥିବା ଡେଡଲାଇନ ଅକ୍ଟୋବର ୩୧ ପର୍ଯ୍ୟନ୍ତ…
Read More...

ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

କଟକ: ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯଶୱନ୍ତ ସିଂହଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର…
Read More...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମଙ୍କନ ଦାଖଲ କଲେ ଥରୁର ଓ ତ୍ରିପାଠୀ, ଭରିବେ ଖାଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ପରିସ୍ଥିତି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଏଥି ସହ…
Read More...

ବିପୁଳ ପରିମାଣର କାଠପଟା ଜବତ୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବାଣୀଗୋଛାରେରୁ ଗତକାଲି ବିପୁଳ ପରିମାଣର ଚୋରା କାଠ ଓ ପଟା ଜବତ୍‌ ହୋଇଛି । ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ର୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ସେଠୀ, ଏସିଏଫ୍‌ ଶ୍ୱେତଲୀନା ସାହୁ , ଦଶପଲ୍ଲା ଓ…
Read More...

ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଘୋଷଣା କରିଛି ଯେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରୁ ଜସପ୍ରୀତ ବୁମ୍ରାଙ୍କୁ ବାଦ ଦିଆଯାଇଛି । ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଚୟନ କରାଯାଇଛି । ବିସିସିଆଇର ଏକ ପ୍ରେସ…
Read More...

କଳାକାର ସମୀର ନାଗଙ୍କ ବିୟୋଗରେ ଶୋକ ସଭା

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ଜଣେ ସୁପରିଚିତ କଳାକାର ତଥା ତ୍ରିଶକ୍ତି ସାଂସ୍କୃତିକ ସଙ୍ଘର ସଭାପତି ସମୀର ନାଗଙ୍କ ଦୁଃଖଦ ବିୟୋଗ ଘଟିଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ନାଗ ନିଜ କଳାକାର ଜୀବନ ତ୍ରିଶକ୍ତି ଅନୁଷ୍ଠାନରୁ ଆରମ୍ଭ କରିଥିଲେ । ମନୋଜ…
Read More...