Monthly Archives

May 2023

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ରଛାତ୍ରୀଙ୍କ ସଫଳତା

ଭବାନୀପାଟଣା: ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରେଜଲ୍ଟ ସହ ଜିଲ୍ଲାରେ ଉଭୟ ବିଭାଗରେ ଟପ୍ପର ହୋଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାରେ ବିଜ୍ଞାନରେ…
Read More...

ବୃଦ୍ଧାଙ୍କ ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ପାଟଣାଗଡ଼ : ଲରମ୍ଭା ଥାନା ଦେଉଁଳ ଗାଁ ପଞ୍ଚାୟତ ଘୁମେରଗାଁର ବୃଦ୍ଧ ସ୍ୱାମୀଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧା ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ ସ୍ତ୍ରୀ ରାଏମତି ( ୫୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ବୃଦ୍ଧ ଦମ୍ପତି ଟୋଲ ଗୋଟାଇବା…
Read More...

କାଳୀ ମନ୍ଦିର ହୁଣ୍ଡିରୁ ଚୋରି କରିଥିଲେ ୩ ଦୁର୍ବୃତ୍ତ, ଜବତ ହେଲା ୨୭୦୦ ଟଙ୍କା

ରାୟଗଡା: ରାୟଗଡା ସହରର ବ୍ଳକ କଲୋନୀ ଛକରେ ଥିବା କାଳୀ ମନ୍ଦିର ହୁଣ୍ଡିରୁ ଚୋରି ଘଟଣାରେ ୩ଜଣ ଚୋରକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡା ଥାନା ପୋଲିସ । ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ୩ ଦୁର୍ବୃତ୍ତମାନଙ୍କ ଠାରୁ ମାତ୍ର ୨୭ଶହ ଟଙ୍କା ଜବତ କରି ପାରିଛି ପୋଲିସ । ସେମାନଙ୍କ…
Read More...

ଶେରଗଡ଼ରୁ ପୁରୀକୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍‌, ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ…
Read More...

ପାୱାର ଟ୍ରିଲର୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଘୁ ଉଦୟଗିରି: ଘୁ ଉଦୟଗିରି ଥାନା ଅନ୍ତର୍ଗତ ଗଦଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାହାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଶାନ୍ତନୁ ନାୟକ(୬୦) ନାମକ ଜଣେ ବ୍ୟକ୍ତି ନିଜ ବିଲରେ ପାୱାର ଟ୍ରିଲର୍‌ରେ ହଳ କରିବା ପାଇଁ ସକାଳେ ବାହାରିଥିଲେ ।ବିଲ ନିକଟକୁ ପହଞ୍ଚିବା ପୂର୍ବରୁ ବିଲ…
Read More...

ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ, ୨୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ

ଖଡ଼ିଆଳ:ନୂଆପଡ଼ା ଜିଲ୍ଲା ଖଡିଆଳ ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ । ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣୀ ।…
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ,
ବାଲୁକାକଳାରେ ସଚେତନତାର ବାର୍ତ୍ତା

ପୁରୀ:ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ୱାରା ମଣିଷ ଶରୀର ଉପରେ…
Read More...

ବୋଲେରୋ ଗାଡି ଧକ୍କାରେ ଶିଶୁ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍କ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଶ୍ରମୁଡ଼ି ଜାତୀୟ ରାଜପଥରେ ଜଣେ ଶିଶୁ ଉପରେ ଏକ ଦ୍ରୁତଗାମୀ ବଲେରୋ ଗାଡି ମାଡି ଯିବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ…
Read More...

ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

ଫୁଲବାଣୀ: ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ୯ ବର୍ଷର ନାବଳିକାର ମୃତଦେହ ଉଦ୍ଧାର ହୋଇଛି ।ସୂଚନା ପ୍ରକାରେ ଫୁଲବାଣୀ ସହର ରୁଗୁଡିସାହି ମୁଣ୍ଡିଆ ସାହିର ରାଘବ ବେହେରାଙ୍କ ୯ ବର୍ଷର ଝିଅ ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ…
Read More...

ନୂଆଗାଁରୁ ଦଶପଲ୍ଲା ଅଭିମୁଖେ ଗଡିଲା ଟ୍ରାଏଲ୍‌ ଟ୍ରେନ୍‌

ଦଶପଲ୍ଲା : ଗତକାଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂପ୍ରସାରଣ ଆଉପାଦେ ଆଗେଇଛି । ଆଜି ନୂଆଗାଁ ଠାରୁ ଦଶପଲ୍ଲା ନିକଟସ୍ଥ କୁଆଁରିଆ ୨୦୯ ନଂ ବ୍ରିଜ୍‌ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ୬୦ ଟିରୁ ଉର୍ଦ୍ଧ୍ୱ କୋଚ୍‌ ସଂପର୍ଣ୍ଣ ଏକ ଡିଜେଲ୍‌ ଚାଳିତ ରେଳଗାଡ଼ି କେତେକ ରେଳବାଇ ସାଜ ସରଂଜାମ ସହିତ…
Read More...