Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’
ପ୍ରେମ, ଅନୁଭବ ଓ ଏକ ସୁନ୍ଦର କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ । ମୁଖ୍ୟ ନାୟକ-ନାୟିକା ଭୂମିକାରେ ଦୀପକ-ଅନୁଭା ଅଭିନୟ କରିଛନ୍ତି। ନୃତ୍ୟ ସଂଯୋଜନା, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସମ୍ଭାଳିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକରବସନ୍ତ। କାହାଣୀ ଲେଖିଛନ୍ତି!-->…
Read More...
Read More...
ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ ସାହସିକ କାମ: ଅଲ୍ଲୁ ଅର୍ଜୁନ
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିକଟରେ ତାଙ୍କର ବ୍ଲକବଷ୍ଟର ଫିଲ୍ମ 'ପୁଷ୍ପା ୨: ଦ ରୁଲ୍' ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଫିଲ୍ମର ବହୁଚର୍ଚ୍ଚିତ ଗଙ୍ଗମ୍ମା ଥଲ୍ଲୀ ଜାତରା ଦୃଶ୍ୟରେ ଜଣେ ମହିଳା ଭାବରେ ଶାଢ଼ୀ ପିନ୍ଧି ଅଭିନୟ କରିବା ତାଙ୍କ ଜୀବନର ସବୁଠାରୁ ସାହସିକ ବା!-->…
Read More...
Read More...
ଏହି ଦିନ ରିଲିଜ ହେବ ବିଜୟ-ରଶ୍ମିକାଙ୍କ ଅଭିନୀତି ଫିଲ୍ମ ‘ରଣବାଲି’
ରଣବାଲି 2026 ର ସବୁଠାରୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇସାରିଛି। ପ୍ରଶଂସକଙ୍କ ପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ଏହି ଚଳଚ୍ଚିତ୍ରରେ ପୁଣି ଥରେ ଏକାଠି ନଜର ଆସିବେ। ମିଥ୍ରୀ ମୁଭି ମେକର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ ମହାନ ଐତିହାସିକ!-->…
Read More...
Read More...
ନିଜର ନୂଆ ଲୁକକୁ ନେଇ ଚର୍ଚ୍ଚାରେ ମୋନାଲିସା, ପ୍ରଶଂସକଙ୍କ ମନ ଜିଣିଲା ଟାଟୁ
ଭୋଜପୁରୀ ଷ୍ଟାର ମୋନାଲିସା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କର ସୁନ୍ଦର ଫଟୋ ସହିତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରନ୍ତି। ଆଜି, ଅଭିନେତ୍ରୀ ଏକ ନୂତନ ଲୁକ୍ ରେ ନିଜର ଫଟୋ ସେୟାର କରିଛନ୍ତି। ତାଙ୍କ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ତାଙ୍କର ପ୍ରଶଂସା!-->…
Read More...
Read More...
ନକ୍ସଲ ସାଜିବେ ସୂର୍ଯ୍ୟମୟୀ, ନକ୍ସଲଙ୍କ ପ୍ରେମ ଓ ପ୍ରତିଶୋଧ ପ୍ରସଙ୍ଗକୁ ନେଇ ଆସୁଛି ଓଡିଆ ସିନେମା
ଓଡ଼ିଶା ନକ୍ସଲମୁକ୍ତ ବୋଲି ସରକାରୀ ଭାବେ କୁହାଯାଉଛି। ହେଲେ ସିନେମା କାହାଣୀକାର ଓ ନିର୍ଦ୍ଦେଶକମାନଙ୍କ ପାଇଁ ନକ୍ସଲ କାହାଣୀ ପ୍ରସ୍ତୁତ କରୁଛନ୍ତି । ବେଶ୍ କିଛି ଦିନ ଧରି ନିର୍ମାଣ ଚାଲିଛି ‘ଲାଲ୍ ମାଟି’ ଶୀର୍ଷକ ଏକ ଓଡ଼ିଆ ଛବି। ଏହାର କାହାଣୀରେ ରହିଛି ନକ୍ସଲଙ୍କ ପ୍ରେମ ଓ ପ୍ରତିଶୋଧ!-->…
Read More...
Read More...
ଗଣେଶ ପୂଜାରେ ‘ଦଣ୍ଡକାଳୀ’
ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଏଇ ଗଣେଶ ପୂଜାରେ ନ୍ୟାୟର ଦିବ୍ୟ ଶକ୍ତି ସହ ଆସୁଛି ‘ଦଣ୍ଡକାଳୀ’ । ଯେଉଁଥିରେ ଓଡ଼ିଶାର ପବିତ୍ର ଦଣ୍ଡ ନାଚ ପରମ୍ପରା ଜୀବନ୍ତ ହୋଇଉଠିଛି। ଯାହା ବିଶ୍ଵାସ, ସଂସ୍କୃତି ଏବଂ ନ୍ୟାୟରେ ପରିପୂର୍ଣ୍ଣ ବଳିଷ୍ଠ ସିନେମାର ଅନୁଭୂତି ଦେବ । ଏଥିରେ ଗୁରୁତ୍ଵପୂର୍ଣ୍ଣ!-->…
Read More...
Read More...
‘ଇଣ୍ଡିଆନ୍ ଆଇଡଲ୍ ୧୬’ର ବିଜେତା ହେଲେ ଜ୍ୟୋତିର୍ମୟୀ ନାୟକ
ଜାତୀୟସ୍ତରରେ ଚମକିଲେ ପୁଣି ଜଣେ ଓଡିଆ। ଓଡିଆ ଝିଅ ଜ୍ୟୋତିର୍ମୟୀ ନାୟକ ରବିବାର ଇଣ୍ଡିଆନ୍ ଆଇଡଲ୍ ୧୬ର ଟାଇଟଲ୍ ଜିତିଛନ୍ତି। ଟାଇଟଲ ଜିତିବା ସହ ବିଜୟୀ ଟ୍ରଫି ସହ ତାଙ୍କୁ ନଗଦ 20ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । ଟାଇଟର ବିଜୟୀ ହେବା ପରେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୂଅ!-->…
Read More...
Read More...
୪୦୦୦ କୋଟି ଟଙ୍କାର ରାମାୟଣର କ୍ଲାଇମାକ୍ସ ଏପର୍ଯ୍ୟନ୍ତ ସୁଟିଂ ହୋଇନାହିଁ, କହିଲେ ରଣବୀର
ଦର୍ଶକ ନୀତେଶ ତିୱାରୀଙ୍କ ରାମାୟଣକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମଟି ୨୦୨୬ ଦୀପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି, ଏବଂ ନିର୍ମାତାମାନେ ତା'ପୂର୍ବରୁ ଟ୍ରେଲର ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ଖବର ଆସିଛି ଯେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର!-->…
Read More...
Read More...
ଏହି ସିନେମା ହଲରେ ରିଲିଜ୍ ହେବନି ‘ଜନ ନାୟାଗନ୍’ , ଜାଣନ୍ତୁ କାରଣ
ସିଏମ୍ ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟାଗନ୍' ଖୁବ୍ ଶୀଘ୍ର ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ସମୟରେ, ଏକ ଜଣାଶୁଣା ବେଙ୍ଗାଲୁରୁ ସିନେମା ହଲ ଘୋଷଣା କରିଛି ଯେ ଏହା ଫିଲ୍ମ ପ୍ରଦର୍ଶନ କରିବ ନାହିଁ। ପ୍ରଯୋଜକ KVN ପ୍ରଡକ୍ସନ୍ ସହିତ ଏକ ବ୍ୟବସାୟିକ ଚୁକ୍ତି ଯୋଗୁଁ ସିନେମା ହଲ ଏହି!-->…
Read More...
Read More...
ପ୍ୟାରିସ୍ ଫ୍ୟାଶନ୍ ୱିକରେ ପ୍ରିୟଙ୍କାଙ୍କ ଜଳୱା, ଝିଅ ମାଳତୀ ଆସିଲେ ନଜର
ପ୍ରିୟଙ୍କା ଚୋପ୍ରା ପ୍ୟାରିସ୍ ଫ୍ୟାଶନ୍ ୱିକରେ ଅଂଶଗ୍ରହଣ କରିଥିଲେ। ସେ ଏହି କାର୍ଯ୍ୟକ୍ରମର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ସହିତ ପ୍ରିୟଙ୍କାଙ୍କ ଷ୍ଟାଇଲିସ୍ ପ୍ରବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାର୍ଯ୍ୟକ୍ରମର ଆଗ!-->…
Read More...
Read More...