Monthly Archives

June 2023

ଶ୍ରୀ ଗୋପାଳଜୀ ଯୋଗାଳୟକୁ ପରିଦର୍ଶନ କଲେ ବଲାଙ୍ଗୀର ସାଂସଦ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ଅନୁଷ୍ଠାନ ଗୋପଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନକୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପରିଦର୍ଶନ କରିଥିଲେ । ଶ୍ରୀମତୀ ସିଂ ଦେଓଙ୍କୁ ଯୋଗାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ଥିବା ବେଳେ ଏକ ସମ୍ବର୍ଦ୍ଧନା ସଭାର…
Read More...

ବିଜେପି ସରସର । ମଣ୍ଡଳର ମହା ଜନସମ୍ପର୍କ ଅଭିଯାନ ସମ୍ମିଳନୀ

ବୌଦ୍ଧ,୩୦/୬:- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ୱର ମଣ୍ଡଳ ସରସରାର ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ…
Read More...

ତ୍ରିଦିବସୀୟ ବିଜ୍ଞାନସମ୍ମତ ଯୋଗ ସାଧନା ଶିବିର ଉଦଘାଟିତ

ଜହ୍ନାପଙ୍କ,୩୦/୬:- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଆନନ୍ଦମାର୍ଗ ଜାଗୃତିରେ ଗଞ୍ଜାମ ଡ଼ାୟୋସିସର ପ୍ରଥମ ଡ଼ାୟୋସିସ୍‌ ତ୍ରିଦିବସୀୟ ସେମିନାର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ସେମିନାରର ପ୍ରଥମ ଦିବସରେ ଆଧ୍ୟାତ୍ମିକ ଦର୍ଶନ ଉପରେ ଦୁର୍ଲଭ ମାନବ ଜୀବନର ସମ୍ପର୍କ କିପରି…
Read More...

୫ ଶିକ୍ଷକଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ

ବୌଦ୍ଧ,୩୦/୬:- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶିକ୍ଷକ ଶରଦ ଚନ୍ଦ୍ର ବେହେରା, କଳା ଶିକ୍ଷକ, ନିରଞ୍ଜନ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ବାବା ବୈ÷ଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସରା, ଜଗନ୍ନାଥ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ଜହ୍ନାପଙ୍କ…
Read More...

ବୌଦ୍ଧ ସଞ୍ଜିବନୀ ଠାରେ ଡାଇଲିସିସ ସେଣ୍ଟରକୁ ଉଦ୍‌ଘାଟନ ମନ୍ତ୍ରୀ ପ୍ରଦିପ ଅମାତ

ବୌଦ୍ଧ,୩୦/୬:- ବୌଦ୍ଧ କୋଭିଡ ସେଣ୍ଟର ସଞ୍ଜିବନୀ ଠାରେ ଆଜି ଡାଇଲିସିସ ସେଣ୍ଟରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ…
Read More...

ଲୋମସ କନ୍ୟା ରେବତୀ; ଦେଇଥିବା ପ୍ରତିଶୃତି ପୂରଣ କଲେ ଜିଲ୍ଲପାଳ

ହରଭଙ୍ଗା : ସାରା ବିଶ୍ୱରେ ଦିନେ ଚେହେରାକୁ ନେଇ ଚହଳ ପଡ଼ିଥିଲେ ଲୋମସ କନ୍ୟା ରେବତୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ତଳଗାଁ ପଞ୍ଚାୟତ ଖଳିସାହି ଗ୍ରାମରେ ଜନ୍ମ ହୋଇଥିବା ରେବତୀ ପିଲା ଦିନରୁ ହିଁ ଶରୀର ଗଠନ ସହିତ ଚେହେରାର ବ୍ୟତିକ୍ରମ ଦେଖାଦେଇଥିଲା । ଛୋଟ…
Read More...

ଟ୍ରାକ୍ଟରରେ ଓଭର ଲୋଡିଂରେ ବାଲି ଚାଲାଣ, ପ୍ରଶାସନ ଚୁପ୍‌

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘ ଦିନ ହେଲା ବାଲି ଓଭର ଲୋଡିଙ୍ଗ ଚାଲିଥିବା ବେଳେ ରାଜସ୍ୱ ବିଭାଗ ସବୁଜାଣି ଚୁପ ବସି ଥିବା ଭଳି ମନେ ହେଉଛି । ଟ୍ରାକ୍ଟରରେ ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉ କି କାଶୀନଗରରୁ ବାଲି…
Read More...

୪ ଅଭିଯୁକ୍ତ ଗିରଫ ସହ ବିପୁଳ ଚୋରି ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁସ୍ଥିତ ଶିରିଡ଼ି ସାଇ ମନ୍ଦିର ଦାନବକ୍ସରୁ ଟଙ୍କା ଓ ରୋଷେଇ ସାମଗ୍ରୀ ଚୋରି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଖରିଆରରୋଡ଼ ଖୋପେତରାର…
Read More...

ବାର୍‌ହା ଆକ୍ରମଣରେ ମା ମୃତ, ପୁଅ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ବାରହାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ…
Read More...

ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ଡଙ୍ଗରିଗୁଡା ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟ୍ଟା ପଞ୍ଚାୟତର ଡଙ୍ଗରିଗୁଡାରେ ବହୁତ ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ । ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଉଠାଣିଆ ରାସ୍ତାର ୨୦୦ ମିଟର ଦୂରରୁ ନେଇକି ଯାଉଛନ୍ତି । ଡଙ୍ଗରିଗୁଡାରେ ଆନୁମାନିକ ୨୫…
Read More...