୫ ଶିକ୍ଷକଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ

0 33

ବୌଦ୍ଧ,୩୦/୬:- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ଶିକ୍ଷକ ଶରଦ ଚନ୍ଦ୍ର ବେହେରା, କଳା ଶିକ୍ଷକ, ନିରଞ୍ଜନ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ବାବା ବୈ÷ଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସରା, ଜଗନ୍ନାଥ ବେହେରା, ଶାରିରୀକ ଶିକ୍ଷା ଶିକ୍ଷକ, ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ, ମଧୁସୁଦନ ଦାସ, କଳା ଶିକ୍ଷକ, ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାପୀଠ, ତିଲେଶ୍ୱର ଏବଂ ପ୍ରାଣବନ୍ଧୁ ମହାପାତ୍ର , ବିଜ୍ଞାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣାକଟକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେରଙ୍କ ଦ୍ୱାରା ଅବସର କାଳିନ ପ୍ରାପ୍ୟ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × 1 =