Browsing Category

ଅପରାଧ

ସ୍କୁଟିକୁ ଧକ୍କା ଦେଇ ଜୀବନ ହାରିଲେ ଟ୍ରାକ୍ଟର ଚାଳକ !

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ରାସ୍ତାରେ ଉଚ୍ଚବାହାଲି ଛକରେ ସ୍କୁଟି ଚାଳକଙ୍କୁ ଟ୍ରାକ୍ଟର ଧକ୍କା ଦେଇଥିଲା। ତା’ ପରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ଥିବା ଚାଳକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
Read More...

ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି…
Read More...

୪ କୁଇଣ୍ଟାଲ୍‌ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ

ଛତ୍ରପୁର : ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ଚଢ଼ାଉ ପରେ…
Read More...