Browsing Category

ଅପରାଧ

ନୟାଗଡ଼ରୁ ପୁଣି ଜବତ୍ ହେଲା ଧଳା ଜହର

ଦଶପଲ୍ଲା ୨୭।୧୧ :  ବ୍ରାଉନ ସୁଗାରର ଭୂ-ସ୍ବର୍ଗ ପାଲଟିଛି ନୟାଗଡ଼ ସହର । ବ୍ୟବସାୟ ପାଇଁ, ବ୍ରାଉନସୁଗାର୍ ନେଇ ଯାଉଥିବାବେଳେ ଚଢ଼ଉ କଲା ନୟାଗଡ଼ ପୁଲିସ୍ । ଦୁଇଜଣଙ୍କ ଠାରୁ ବ୍ରାଉନସୁଗାର ସହ ୯ ହଜାର ଟଙ୍କା ଓ ବାଇକ୍ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ପୁଲିସ୍ । ମିଳିଥିବା…
Read More...

ନୟାଗଡ଼ ଚିନିକଳରୁ ଚୋରି, ଧରାପଡିଲେ ୫ ଜଣ

ଦଶପଲ୍ଲା ୨୭।୧୧ : ନୟାଗଡ଼ ସଦର ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ୫ଜଣ ଚୋରକୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଚୋର ମାନେ ବାଲୁଗାଁ ଗ୍ରାମର ନିରାକାର ପ୍ରଧାନ(୨୫), କୀର୍ତ୍ତନ ସ୍ୱାଇଁ(୪୩), ଗଣିଆ ମାଝି(୩୭), ବାଲୁଗାଁ କେନାଲ ସାହିର କାର୍ତ୍ତିକ ରଥି ଓ କାଦୁଆ ଗ୍ରାମର ପୁରୀଆ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ,ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ

ବାରିପଦା ୨୫।୧୧:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ…
Read More...

ଭୁବନେଶ୍ବର, କଟକ ପରେ ଏବେ ପୁରୀରେ ମାତିଛନ୍ତି ଗ୍ୟାଙ୍ଗ୍‌

ପୁରୀ : ଭୁବନେଶ୍ୱର, କଟକ ପରେ ଏବେ ପୁରୀ ରେ ମାତିଛନ୍ତି ଅମାନିଆ । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆ କିଛି ଉଦଭ୍ରାନ୍ତ ଯୁବକ ଭିଡିଓ ପୋଷ୍ଟ କରିଥିବା ନଜରକୁ ଆସିଚି । କମ୍‌ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା…
Read More...

ପ୍ରାକ୍ ନିର୍ବାଚନୀ ହିଂସା; ବଡଭାଇ ଉପରକୁ ବୋମା ପକାଇଲା ସାନଭାଇ

ଦଶପଲ୍ଲା ୦୬।୧୧ : ଜନଗହଳିପୂର୍ଣ୍ଣ ବାହାଡାଝୋଲା, ମାଣିକ ପାଟଣା ଟ୍ରାଫିକ୍ ଛକରେ ହୋଇଛି ବୋମାମାଡ଼ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫୁଟିଲା ବୋମା । ବଡ଼ଭାଇକୁ ବୋମାମାଡ଼ କରିଛି ସାନଭାଇ । ଭାଇ ଭାଇ ଭିତରେ ନିର୍ବାଚନୀ ହିଂସା ଦେଖା ଦେଇଥିବା ଜଣାପଡିଛି । ତେବେ ପୁଲିସ୍ ଘଟଣାର…
Read More...

୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

କଟକ ୦୫।୧୧ : କଟକ ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଆଜି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାନନଗର ଅଞ୍ଚଳରେ ରହୁଥିବା ସଂଗ୍ରାମ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ ହୋଇଛି ।…
Read More...

ଗାଡି ସହ ଚୋରାକାଠ ଜବତ୍, ଜଣେ ଗିରଫ୍

ଦଶପଲ୍ଲା ୦୫।୧୧ : ଦଶପଲ୍ଲା ବନବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତ୍ରୁତ୍ଵରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର…
Read More...

ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ

ମୁମ୍ୱାଇ : ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି କୁହାଯାଉଥିଲା । ଛୋଟା ରାଜନଙ୍କ ଅପରାଧିକ ଜୀବନରେ ଏହି…
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ : ଖପ୍ରାଖୋଲ ଥାନା ଘୁଚାପାଳି ଗ୍ରାମର ବସନ୍ତ ରଣା (୨୩) ମଙ୍ଗଳବାର ଦିନ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଗୁରୁବାର ଦିନ ଆଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ରାତି ସମୟରେ ଲାଠୋର ଥାନା ଅର୍ନ୍ତଗତ ଶୁଳିଆବାହାଳ ଗ୍ରାମର ଜଙ୍ଗଲରୁ ଗଳିତ ଶବକୁ ଉଦ୍ଧାର…
Read More...

ଗ୍ରାମାଞ୍ଚଳ ପୋଲିସ ଜବତ କଲା ୩୧୬ ଗ୍ରାମ ବ୍ରାଉନ ସୁଗାର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆଜି ଧାମରା ରେଲୱେ ଓଭରବ୍ରୀଜ୍‌ ନିକଟରୁ ୨୦୦ଟି ପୁଡ଼ିଆରେ ଥିବା ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି । ସୂଚନା ଅନୁଯାୟୀ ଆଜି ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଳୱେ ଓଭର ବ୍ରିଜ ନିକଟରେ ସିମାଞ୍ଚଳ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ…
Read More...