Browsing Category

ଅପରାଧ

ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ମହାରାଷ୍ଟ୍ରର ଭୋପାଲ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାତୃଗାଁ ଛକ ନିକଟରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୨୨ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ମୋଟର ସାଇକେଲ ଜବତ କରିବା ସହ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ବିଜେପି ଯୁବ ନେତାଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନାହିଁ । ପୁଣିଥରେ ରାଜ୍ୟରେ ବିଜେପି ନେତାଙ୍କୁ ହତ୍ୟା କରିବା ନେଇ ଖବର ସାମ୍ନାକୁ ଆସିଛି । ଉତ୍ତର ଦିନାଜପୁରର ଇଟାହାରର ବିଜେପି ଯୁବ ନେତା ମିଥୁନ ଘୋଷଙ୍କୁ ରବିବାର ରାତିରେ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା…
Read More...

ଘରୋଇ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣା; ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ

କଳାହାଣ୍ଡି : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ୍ ହେପାଜତ୍ ରୁ ଚମ୍ପଟ ମାରିଲେ ସ୍କୁଲ୍ ପରିଚାଳନା କମିଟି ସଭାପତି । ତାଙ୍କ ନାଁ ଗୋବିନ୍ଦ ସାହୁ ହୋଇଥିବା ସୁଚନା ମିଳିଛି । ପୋଲିସର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା…
Read More...

ମନୀଷ ଅନୁରାଗ ମୃତ୍ୟୁ ମାମଲା; ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ନୂଆ ମୋଡ । ଏହି ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ଗିରଫ । ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସମସ୍ତଙ୍କୁ…
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗ; ପୋଲିସ ଓ STFର ମିଳିତ ଚଢ଼ାଉ

ପୁରୀ : ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 5ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ପୁରୀ STF କଲା ଗିରଫ, ବଳିଆପଣ୍ଡା ଥାନାରେ ମାମଲା ରୁଜୁ । 252 ଗ୍ରାମ ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25ଲକ୍ଷ ଟଙ୍କା ହେବ । ଏଥିସହ ଗୋଟିଏ ବାଇକ, ଗୋଟିଏ ଇନୋଭା କାର,…
Read More...

ମନୀଷ ଅନୁରାଗ ହତ୍ୟା ମାମଲା; ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ଫୁଲବାଣୀ : ରାଜଧାନୀର ବହୁ ଚର୍ଚ୍ଚିତ ମର୍ଡର କେଶ୍ । ବରିଷ୍ଠ ସାମ୍ବାଦିକ ନବୀନ୍ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ୩ ଅଭିଯୁକ୍ତ ମଧ୍ଯରୁ ସାମ୍ବାଦିକ ହିମାଂଶୁ…
Read More...

ମନୀଷ ମୃତ୍ୟୁ ମାମଲା; ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣା। ମନୀଷଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ…
Read More...

ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗ । ଆଜି ସକାଳେ ରାଇବିଧାର ବଜ଼ାରରେ…
Read More...

ମନୀଷ ଅନୁରାଗଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ…
Read More...

ସାଉଥ୍‌ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ରହସ୍ୟ ଉପରୁ ଏବେବି ପରଦା ଉଠି ପାରିନି । ଏବେବି ପ୍ରମାଣ ଯୋଗାଡ କରୁଛି କମିଶନରେଟ୍ ପୋଲିସ୍ । ମନୀଷ ଦାସ ଶେଷ ରାତି କଟାଇଥିବା ହୋଟେଲ କୁ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି । ପାତ୍ରପଡା…
Read More...