Monthly Archives

October 2021

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ଶିକ୍ଷାବିଭାଗର ଅକ୍ଟୋବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ…
Read More...

ପ୍ରିୟ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସରରେ ବିଦାୟ ସମ୍ବର୍ଦ୍ଧନା

ନବରଂଗପୁର: ନବରଂଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଡ. ମିଶ୍ର ନବରଂଗପୁର ଜିଲ୍ଲାରେ ତିନି ବର୍ଷ ନଅ ମାସ ଏଗାର ଦିନ ର ଦୀର୍ଘ ସମୟର ରେକର୍ଡ଼ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ସମସ୍ତ ସରକାରୀ ବେସରକାରୀ ଓ ସବୁ ବର୍ଗର ଲୋକଙ୍କ ଅତି…
Read More...

କେନାଲରେ ଭାସି ଦୁଇ ନାବାଳକ ନିଖୋଜ

ଅନନ୍ଦପୁର: କେନାଲରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ଭାସି ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଗ୍ରାମରେ । ସୂଚନା ଅନୁସାରେ ଦିନ ପ୍ରାୟ ୧୧ଟା ୩୦ ସମୟରେ ଦୁଇ ନାବାଳକ ଅନନ୍ଦପୁର ଗ୍ରାମର ହାଟଡିହି ନିକଟ କେନାଲର ହଦଗଡ ଛେନାପଦି ମୁଖ୍ୟ କେନାଲକୁ ଗାଧୋଇ…
Read More...

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ମହିଳା ଦଳର ସାଧାରଣ ସଂପାଦିକା ହେଲେ ରୁବିନା ପରିଡା

ଭୁବନେଶ୍ୱର : ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜୁ ମହିଳା ଦଳର ସାଧାରଣ ସଂପାଦକା ଭାବେ ରୁବିନା ପରିଡା ମନୋନୀତ ହୋଇଛନ୍ତି । ସେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତରାୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।ବିଜୁ ଜନତା ଦଳର…
Read More...

ମମିତାଙ୍କୁ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ଜାରି ରଖିବ ପ୍ରଦେଶ କଂଗ୍ରସ, ୧୦ରେ ଯନ୍ତରମନ୍ତରରେ କରିବ ବିକ୍ଷୋଭ

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ମମିତା ମେହେରକୁ ନ୍ୟାୟ ଦେବାକୁ ପଲ୍ଲୀରୁ ଦି୍‌ଲଲୀ ଲଢେଇ ଜୋରଦାର କରିବ । ଆସନ୍ତା ୬ ଓ ୭ ତାରିଖରେ ରାଜଭବନ ଆଗରେ ଅହୋରାତ୍ର ଧାରଣା, ୮ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ରପ୍ରଦାନ କରି ଦିଲ୍ଲୀ ଯାତ୍ରା କରିବା ପରେ ୧୦ରେ ଓଡିଶାଭବନଠାରେ ଆବାସିକ…
Read More...

ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିଶାଳ ଗଣଧାରଣା

ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ସହିତ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ତଥା…
Read More...

ସ୍କୁଲ ଖୋଲିବା ନେଇ ଆସିଲା ବଡ ଖବର, ମନ୍ତ୍ରୀ କହିଲେ ଏମିତି

ଭୁବନେଶ୍ୱର: ଧୀରେଧୀରେ କରୋନାର ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ କିଛି ଦିନ ତଳେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଥିବାବେଳେ ନିକଟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ଯାଇଥିଲା…
Read More...

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ: ପଞ୍ଚାୟତରାଜ, ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳୁ ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତତକ୍ଷଣାତ ଡାକ୍ତରୀ ଦଳ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା ଆରମ୍ଭ…
Read More...

ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ ବିଲ୍ଡିଂ

ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ଏହି କ୍ରମରେ ଆଜି ଶ୍ରୀନହର ସମୁଖ ରେ ଥିବା ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଉଚ୍ଛେଦ କରାଯାଇଛି । ଏହା ବହୁ ପୁରାତନ ବିଲ୍ଡିଂ ଥିଲା । ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ସରକାରଙ୍କ…
Read More...

ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ

ପୁରୀ: ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜାତୀୟ ରାଜପଥ ୩୧୬ର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକ ଭାବେ ପାଳନ କରୁନଥିବାରୁ ଜାତୀୟ ରାଜପଥ…
Read More...