Monthly Archives

October 2021

ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ସଚେତନତା ଅଭିଯାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଦୀର୍ଘ ଦିନରୁ ଲଗାତାର ଭାବେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ଅଭିଯାନ ଜାରି ରହିଛି । ଏ ନେଇ ପ୍ରତିଦିନ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ସଂଯୋଜନାରେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ସହରର ବିଭିନ୍ନ ଅଞ୍ଚଳରେ ସଚେତନତା ରାଲି…
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ଦିନିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ସଫେଇ , ଆବର୍ଜନା ସଫା, ପ୍ଲାଷ୍ଟିକ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସର ଅଣ୍ଡା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କଂଗ୍ରେସର ବିରୋଧ । ଏୟାରପୋର୍ଟ ଛକରେ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଅଜୟ ମିଶ୍ରଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିଛନ୍ତି । ପୋଲିସ ସହ କଂଗ୍ରେସ…
Read More...

ପୌର ନିର୍ବାଚନ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ବଡଧରଣ ବଦଳି

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବାବେଳେ ଆଜି ବିଭିନ୍ନ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ଏକ ବଡଧରଣର ବଦଳି କରିଛନ୍ତି ।ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖଲ୍ଲିକୋଟ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର…
Read More...

ବରିଷ୍ଠ ଓଏଏସସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାରବରିଷ୍ଠ ଓଏଏସସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ ମଧୁସୂଦନ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ସାମାଜିକ…
Read More...

“ଜନବିକାଶ’ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି. ଉଦୟଗିରି:ସ୍ଥାନୀୟ ବେଥେଲ ସଭାଗୃହ ଠାରେ ଜନବିକାଶ ସଂସ୍ଥା ତରଫରୁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନବିକାଶ ନିର୍ଦ୍ଦେଶକ ଫାଦର ମଦନ ସୁଆଲ ସିଂଙ୍କ ଅଧ୍ୟକ୍ଷତାରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଯେଉଁ ସ୍କଲାରସିପ ସୁବିଧା ଅଛି…
Read More...

ପଞ୍ଚାୟତ ସମିତି ଅଧିବେଶନରେ ଯୋଗଦେଲେ ବିଧାୟକ

ଜି. ଉଦୟଗିରି : ଜି. ଉଦୟଗିରି ବ୍ଲକ ପଞ୍ଚାୟତ ହଲରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ । ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର କିପରି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ…
Read More...

ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ : କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ୧୫୦୦ରୁ…

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତୁମୁଡ଼ିବନ୍ଧ ବ୍ଲକରେ ବିଜେପି ଓ କଂଗ୍ରେସର ୫୦୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବେଳେ କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରୀ ଅଞ୍ଚଳର ହଜାରେ…
Read More...

ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବାଉଁଶୁଣୀରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବାଉଁଶୁଣୀ, ୩୦/୧୦ - ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଏହାର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ୍‌ର ପ୍ରଭାବ ବାଉଁଶୁଣି ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ପଡିଛି ।…
Read More...

୬ଦଫା ଦାବୀନେଇ କଟକ ଡିସିପି କାର୍ଯ୍ୟାଳୟକୁ ପଦଯାତ୍ରାରେ ଯିବେ ୨୧୦ ପ୍ରିପେଡ ଅଟୋଚାଳକ

କଟକ,୩୦/୧୦- କଟକ ରେଳଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ କମିଶନରେଟ୍‌ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ୨୦୧୧ଅକ୍ଟୋବର ୨ତାରିଖରୁ ଆଜିପର୍ଯ୍ୟନ୍ତ କଟକ ରେଳଷ୍ଟେସନରେ ଅହରହ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ…
Read More...