Monthly Archives

April 2022

ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଭଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ୱ ନିର୍ବାହ…
Read More...

ନରଭଣେ ହୋଇପାରନ୍ତି ଦେଶର ନୂଆ ସିଡିଏସ

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସଙ୍କର ମୃତ୍ୟୁକୁ ଆଜିକୁ ଚାରିମାସ ବିତିଗଲାଣି;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ନୂଆ ସିଡିଏସ ନିଯୁକ୍ତି ହୋଇନାହିଁ । ପରବର୍ତ୍ତୀ ସିଡିଏସ କିଏ ହେବେ,ତାହାକୁ ନେଇ ଗତ ଜାନୁଆରୀ ମାସରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ତାହା ଥମିଯାଇଥିଲା । ଆଜି…
Read More...

କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରନ୍ତୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ । ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାଇ ଦିଆଯାଇଛି । ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି,ସେ ତାଙ୍କର…
Read More...

ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ…
Read More...

ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍‌ଏଫ୍‌ସି କୋର୍ଟ, ପରିଦର୍ଶନ କଲେ ଜିଲ୍ଲା ଜଜ୍‌

ପାଟଣାଗଡ଼:ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍‌ଏଫ୍‌ସି କୋର୍ଟ ନିର୍ମାଣ ପାଇଁ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ରଠାରେ ଅସ୍ଥାୟୀ ଭାବେ…
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୩୦/୪: ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ କନକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାକୁଳଙ୍କ ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସିଆରସିସି ସଂଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା…
Read More...

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକତ୍ସା ଦିବସ ପାଳିତ

ଜଗତସିଂହପୁର,୩୦/୪- ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ…
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ପାରଳାଖେମୁଣ୍ଡି,୩୦ା୪ : ଗଜପତି ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସଂପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ସକାଳ ୭ଘଣ୍ଟା ସମୟରେ ଗୋଷାଣୀ ବ୍ଲକ ଢାମୁଣୀଗାଁ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା…
Read More...

ଅବକାରୀ ଚଢ଼ାଉ ୧୫୬୦କିଲୋ ମହୁଲ ଜବତ, ଜଣେ ଗିରଫ

ବାଲିଗୁଡ଼ା,୩୦/୪: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୬୦ କିଲୋ ବେଆଇନ ମହୁଲ ଜବତ କରିବାସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ ନାମକ…
Read More...

ଓହରିଲେ ଜାଡେଜା, ପୁଣି ସିଏସକେର ନେତୃତ୍ୱ ନେବେ ଧୋନୀ

ନୂଆଦିଲ୍ଲୀ: ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ପଦ ଛାଡିବାକୁ ରବୀନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏମିତି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଘୋଷଣା କରିଛି।…
Read More...