ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ପାଣ୍ଡେ

0 96

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଭଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ୱ ନିର୍ବାହ କରୁଥିଲେ । ଲେଫ୍‌ନାଣ୍ଟ୍‌ ଜେନେରାଲ୍‌ ସି.ପି. ମହାନ୍ତି ଅବସର ଗ୍ରହଣ କରିବା ପରେ ଗତ ଫେବ୍ରୁଆରି ମାସରେ ସେ ଉକ୍ତ ପଦବୀରେ ନିଯୁକ୍ତି ପାଇଥିଲେ ।

hiranchal ad1
Leave A Reply

Your email address will not be published.

4 × five =