ଦେଶର ଜନସଂଖ୍ୟା ୧୪୮ କୋଟି ଟପିଲା

0 74

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ନିକଟରେ ଲାଗିଥିବା ଏକ ବିଶାଳ ଡିଜିଟାଲ ବିଲ୍‌ବୋର୍ଡ ସୋସିଆଲ ମିଡିଆର ଧ୍ୟାନ ଆକର୍ଷଣ କରିଛି । ଭାରତର ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଏହା ଦର୍ଶାଇଛି, ଯେଉଁଥିରେ ଦେଶର ଜନସଂଖ୍ୟା ୧୪୮ କୋଟି ଟପିଥିବା ଦେଖିବାକୁ ମିଳିଛି । ଏହି ସଂଖ୍ୟା ସହିତ ଭାରତ ଚୀନ୍‌ଠୁ ଢେର ଆଗରେ ଅଛି । ଚୀନ୍‌ରେ ପରିବାର ଆକାର ଲଗାତାର କମୁଥିବା ବେଳେ ଲୋକସଂଖ୍ୟା ୩୩.୯ ଲକ୍ଷ ହ୍ରାସ ପାଇ ୧୪୦ କୋଟିରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

3 × two =