Monthly Archives

December 2023

ବଡମ୍ବାରେ ଭାରତୀୟ ଜନତା ପାର୍ଟିର ବନ୍ଧୁ ମିଳନ

ଆଠଗଡ: ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିରେ ନୂତନ କରି ସାମିଲ ହୋଇଥିବା ତଥା ଅନ୍ୟତମ ଆଶାୟୀ ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବଡମ୍ବା କାନ୍‌ଥିତଳ ସାହିସ୍ଥ ବିଜେପି କାର୍ଯ୍ୟାଳୟରେ ଏକ ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ…
Read More...

ହେଲମେଟ ନପିନ୍ଧିଲେ ସରକାରୀ ଅଫିସ ମନା

ପୁରୀ: ଜାନୁଆରୀ୧ରୁ ୭ ତାରିଖ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତ୍ତା ନେଇ ପାଳନ ହେଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ । ଏହି ସପ୍ତାହରେ ହେଲମେଟ୍‌ ନପିନ୍ଧିଲେ ସରକାରୀ ଅଧିକାରୀ ଅଫିସ ଆସିବେ ନାହିଁ ବୋଲି ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ନିଷ୍ପତି ହୋଇଥିବା ଆରଟିଓ ରବିନ୍‌…
Read More...

ପଶୁପତିନାଥ ମନ୍ଦିରରେ ପହଞ୍ଚିଲା ନିମନ୍ତ୍ରଣ

ପୁରୀ :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆଗାମୀ ମାସ ୧୭ ତାରିଖରେ। ଏହି ଭବ୍ୟ ଲୋକାର୍ପଣରେ ସାମିଲ ହେଵା ପାଇଁ ଆମ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ମନ୍ଦିର,ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ମନ୍ଦିର ଓ ଦେଶ ବାହାରର ବିଭିନ୍ନ ପ୍ରମୁଖ୍ୟ ମନ୍ଦିର ମାନଙ୍କର ମୁଖ୍ୟଙ୍କୁ ନିମନ୍ତ୍ରଣ…
Read More...

୨୦ତମ ତିଲେଶ୍ୱର କପ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଅନୁଗୁଳ

ହରଭଙ୍ଗା,୩୦/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲ ବାହାଦୂର ସରକାରୀ ହାଇସ୍କୁଲ ଖେଳ ପଡିଆରେ ୨୦ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଁଚିଛି । ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଏ କେ କ୍ଲବ ଓ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ମଧ୍ୟରେ ଖେଳ…
Read More...

ଜାନୁୟାରୀ ୧ରୁ ପଏଁରୀ ତିହାର

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆଜି ନିଜସ୍ୱ କାର୍ଯ୍ୟାଳୟଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ହୋଇଥିବା ଏହି…
Read More...

କୋରାପୁଟ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା…
Read More...

ପକ୍ଷୀ ଶିକାରୀକୁ ଗିରଫ କଲା ବନ ବିଭାଗ

ପୁରୀ:ଚିଲିକା ସାତପଡ଼ାରେ ପକ୍ଷୀ ଶିକାର କରୁଥିବା ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଏଥି ସହିତ ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ପୁରୀ ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଦୁଇ ଜଣ ଫରେଷ୍ଟର, ୪ ଜଣ ପକ୍ଷୀ ସୁରକ୍ଷା କର୍ମୀଙ୍କ ସହିତ…
Read More...

୨୦ତମ ତିଲେଶ୍ୱର କପ ବଲାଙ୍ଗୀର ଦଳକୁ ହରାଇ ସେମିରେ ଭୁବନେଶ୍ୱର

ହରଭଙ୍ଗା : ହରଭଙ୍ଗା ବ୍ଲକ ତିଳେଶ୍ୱର ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିନରେ ପହଁଚିଛି । ପଞ୍ଚମ ଦିନ ଖେଳରେ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ସହିତ ଜରାସିଂହା କ୍ଲବ ବଲାଙ୍ଗୀର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଭୁବନେଶ୍ୱର ଦଳ ଏକତରଫା ଭାବେ ୪-୦…
Read More...

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପ୍ରଦାନ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ବିଭିନ୍ନ ମନ୍ଦିର ମାନଙ୍କୁ ପ୍ରେରଣ କରାଯାଉଛି । ଆଜି ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥ ସ୍ୱାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ ମନ୍ଦିର,ଜଗନ୍ନାଥ ମନ୍ଦିର,ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ…
Read More...

କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ କସ୍ତୁରୀ ଠାରେ ଦଳ ର ୧୩୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଅତିଥିମାନେ କଂଗ୍ରେସ ଦଳର ସ୍ୱର୍ଣ୍ଣିମ ଇତିହାସ…
Read More...