Monthly Archives

December 2023

ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ୧୩୯ତମ ଭାରତର ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୧୧.୦୦ଘଣ୍ଟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ସମସ୍ତ ବ୍ଲକ୍‌ରୁ ଆସିଥିବା କଂଗ୍ରେସ…
Read More...

ବୌଦ୍ଧକୁ ହରାଇ ସେମିରେ ଅନୁଗୁଳ

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଲାଲ୍‌ ବାହାଦୁର ବିଦ୍ୟାପୀଠ ଖେଳ ପଡିଆ ଠାରେ ୨୦ ତମ ରାଜ୍ୟସ୍ତରୀୟ ତିଲେଶ୍ୱର କପ୍‌ ଗୁରୁବାର ଦିନରେ ପହଞ୍ଚିଛି ।ଉକ୍ତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ବିର ପ୍ରଥମ ମ୍ୟାଚ ଅନୁଗୁଳ ଏ. କେ. କ୍ଳବ ସହିତ ବୌଦ୍ଧ ଆଇ. ଆର. ବି ପୋଲିସ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ…
Read More...

ନନ୍ଦାହାଣ୍ଡି ବ୍ଲକଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସରରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ନନ୍ଦାହାଣ୍ଡି ବ୍ଲକ ର ୧୧ ଗୋଟି ପଞ୍ଚାୟତର ମୋଟ ୧୫୩ ଜଣ…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ

ପୁରୀ : ପୁରୀ ସତ୍ୟବାଦୀ ବ୍ଲକ୍‌ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ସୁଆଣ୍ଡ ବ୍ରିଜ ନିକଟ ସାଗରସ୍ନାନ ମେଣନ ପଡିଆ ନିକଟରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । ଆହତ ଅପରାଧୀ କାଳୁ ଭୋଳର ଘର ହେଉଛି ପୁରୀ ସଦର ବାଟଗାଁ । ବିଶେଷ ସୂତ୍ରରୁ ଖବର ପାଇ ସତ୍ୟବାଦୀ ଆଇଆଇସି…
Read More...

ପରିକ୍ରମା ପ୍ରକଳ୍ପ ପାଇଁ ପାତାଳୀ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ

ସୁବର୍ଣ୍ଣପୁର :ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଦେଉଳର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତ୍ରଣ ନେଇ ପୁରୀରୁ ସ୍ୱତନ୍ତ୍ର ପ୍ରତିନିଧି ନୋଡାଲ ଅଧିକାରୀ ବିକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଗନ୍ନାଥ ସେବକ ମନୋଜ ମହାନ୍ତି, ରାଜକିଶୋର ପଣ୍ଡା ଓ ରାଜେଶ…
Read More...

ଲାଞ୍ଚ ନେଉଥିଲେ ସରକାରୀ ବାବୁ,ମାଡ଼ି ବସିଲା ଭିଜିଲାନ୍ସ

ଯାଜପୁର: ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ସୂଚନା ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଏବଂ ଜିଲ୍ଲା ଡିଡବ୍ଲୁଓ କାର୍ଯ୍ୟାଳୟର ଆଡିସିନାଲ ଚାର୍ଜରେ ଥିବା ସୁବ୍ରତ କୁମାର କାନୁନଗୋ ଜଣେ ପୀଡିତା ଆଦିବାସୀ,ହରିଜନ ମହିଳାଙ୍କଠାରୁ ୧୦ହଜାର ଲାଞ୍ଚ…
Read More...

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ

କଟକ: ଓଡିଶା ହାଇକୋର୍ଟ ର ମୁଖ୍ଯ ବିଚାରପତିଙ୍କ ଦ୍ୱାରା ଉଦଘାଟିତ ହେଲା ବଡ଼ମ୍ବା- ନରସିଂହପୁରରେ ସହକାରୀ ଦୌରା ଜଜଙ୍କ ଅଦାଲତ ।କଟକ ଜିଲ୍ଲା ବଡ଼ମ୍ୱା- ନରସିଂହପୁରରେ ଆଜି ଦେୱାନୀ ଜଜ୍ ବରିଷ୍ଠ ( ବିଭାଗ ) ତଥା ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ…
Read More...

ବୌଦ୍ଧ ସେବା ସମବାୟ ସମିତିର ସରକାରୀ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ

ବୌଦ୍ଧ,୨୭/୧୨:- ବୌଦ୍ଧ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ବୁଟୁପାଲି ହାଇସ୍କୁଲ ପଡିଆ ଠାରେ ଖରିଫ ଧାନକ୍ରୟ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବୌଦ୍ଧ କନ୍ଧମାଳ ସମବାୟ ଉପ-ନିବନ୍ଧକ ଯୁଗଳ…
Read More...

ବିଭିନ୍ନ ମନ୍ଦିରରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରମାନଙ୍କରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି । ଏହି ବଣ୍ଟନ କାର୍ଯ୍ୟ ଗତକାଲିଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନରେ ଆଜି ଓଡିଶା ବାହାରେ ମୁମ୍ବାଇର ଅନ୍ଧେରୀର ଜଗନ୍ନାଥ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ବୌଦ୍ଧ,୨୭/୧୨:- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ନିମିତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ପୁରୀରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା । ପରେ ପରେ ସ୍ୱତନ୍ତ୍ର…
Read More...