Monthly Archives

April 2019

ଭିମସାରରେ ଏକାଡେମିକ ସମ୍ପାନ ଆୟୋଜିତ

ସମ୍ବଲପୁର, ଏଠାକାର ପ୍ରସିଦ୍ଧ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ (ଭିମସାର) ରେ ଚିକିତ୍ସା ଅଧ୍ୟାପନାର ଅଗ୍ରଗତି ପାଇଁ ଚିକିତ୍ସା ଅଧ୍ୟାପକମାନଙ୍କୁ ନେଇ ଏକ ଉଚ୍ଚଶିକ୍ଷଣୀୟ ସମ୍ପାନ ଆୟୋଜିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚିକିତ୍ସା ଅଧ୍ୟାପକମାନେ ସାମିଲ ହୋଇଥିଲେ ।…
Read More...

ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍‌ ଅନ୍ତର୍ଗତ ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କର ମୃତ୍ୟୁ ଘଟିଛି। ତିହିଡି ବ୍ଲକର ପୀରହାଟ…
Read More...

ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗତକାଲି ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ୨୮ ଏପ୍ରିଲ ମଧୁବାବୁ ଜୟନ୍ତୀ କୁ ଓକିଲ ଦିବସ ରୂପେ ପାଳନ କଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାନ୍ସଦ ଓ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗ ଦେଇଥିଲେ । ଓକିଲାତି ବୃତ୍ତିର…
Read More...

ମର୍ଜାଦାପୁର ବୁଥ୍‌ ନମ୍ବର ୨୬ ଓ ୨୭ରେ ଲାଠି ଚାଳନା

ଯାଜପୁର: ଧର୍ମଶାଳା ଅନ୍ତର୍ଗତ ମର୍ଜାଦାପୁରର ବୁଥ୍‌ ନମ୍ବର ୨୬ ଓ ୨୭ରେ ରାଜନୈତିକ ଦଳଗୁଡ଼ିକର କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ଲାଠିଚାଳନା କରିଥିବା ପ୍ରକାଶ। ଏଥିରେ କେହି ଆହତ ହୋଇଥବାର ଖବର ମିଳିନାହିଁ। ଭୋଟରମାନଙ୍କୁ ପ୍ରଭାବିତ…
Read More...

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୫% ମତଦାନ

ସୋମବାର ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ଣ ୧ଟା ସୁଦ୍ଧା ୩୫% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ପୂର୍ବରୁ ସକାଳ ୯ଟା ସୁଦ୍ଧା ୯% ଓ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିବାର ସୂଚନା ମିଳିଥିଲା।…
Read More...

ଥଣ୍ଡା ପାଣି ପିଇବା ଦ୍ୱାରା ଉପୁଜୁଥିବା ସମସ୍ୟା

ଖରାଦିନେ ଖରାର ପ୍ରକୋପ ଅଧିକ ରହିବା ସହ ଶୋଷ ଲାଗିଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ପାଣି ପିଇଥାନ୍ତି । ବିଶେଷ କରି ଥଣ୍ଡା ପାଣି ପିିଇବାକୁ ଲୋକମାନେ ପ୍ରାଧାନ୍ୟ ଦେଇଥାନ୍ତି । ଥଣ୍ଡା ପାଣି ପିଇବା ଦ୍ୱାରା କିଛି ସମୟ ପାଇଁ ଶାନ୍ତି ମିଳୁଥିଲେ ମଧ୍ୟ ପରେ ଶରୀରରେ ଅନେକ ସମସ୍ୟା ଦେଖା…
Read More...

ବିଜେପି ଚାପରେ ଜେଡିୟୁ ଘୋଷଣା ପତ୍ର ପ୍ରକାଶ କରୁ ନାହିଁ !

ପାଟନା: ବିଜେପି ଓ ଜେଡିୟୁ ଏଥର ସାଧାରଣ ନିର୍ବାଚନରେ ବିହାରରେ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଏହି ଦୁଇ ପାର୍ଟିର କେତେକ ପ୍ରସଙ୍ଗରେ ମତ ସଂପୂର୍ଣ୍ଣ ଭିନ୍ନ। ଏହି କାରଣରୁ  ତିନିଟି ପର୍ଯ୍ୟାୟର ମତଦାନରେ ପରେ ବି ଜେଡ଼ିୟୁ ଏଯାବତ୍‌ ନିଜର ନିର୍ବାଚନୀ ଘୋଷଣାପତ୍ର ପ୍ରକାଶ…
Read More...

ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ବଢ଼ିବାରେ ଲାଗିଛି, ଓଡିଶା ଉପରେ ପ୍ରଭାବ ପଡିପାରେ

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନିର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୭୪୫ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୦୫୦…
Read More...

ଶେଷଦିନରେ ନବୀନଙ୍କ ବଡ଼ ଘୋଷଣା- ନିଜେ ନେଲେ କେନ୍ଦ୍ରାପଡ଼ା ଦାୟିତ୍ୱ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କ କର୍ମଭୂମି। ବିଜୁ ବାବୁ କେନ୍ଦ୍ରାପଡ଼ାକୁ ନିଜର ପରିବାର ଭଳି ଦେଖୁଥିଲେ। ସେ ସଂପର୍କ ଓ ଭାବ ଆଜି ମଧ୍ୟ ରହିଛି। କେନ୍ଦ୍ରାପଡ଼ା ସହିତ ତାଙ୍କର ସଂପର୍କର ନିବିଡ଼ତା ଏମିତି ଭାେବ ମନେ ପକାଇ ବିେଜଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ

ଫୁଲବାଣୀ- ସ୍ତାନୀୟ ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ଧୂପ, ଦୀପ, ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା l ସଭାପତି ଶ୍ରୀ ଅସୀମ ପ୍ରହରାଜ, ସମ୍ପାଦକ ମନୋଜ ପଟ୍ଟନାୟକ, ସହ ସମ୍ପାଦକ ପ୍ରଦିପ୍ତ ରଞ୍ଜନ ନାୟକ, ଦେବ ବ୍ରତ…
Read More...