Monthly Archives

April 2019

ପ୍ରାର୍ଥୀପତ୍ର ଦାଖଲ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ସେ ବାରାଣାସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରୋମଣୀ…
Read More...

ମାରୁତି-ସୁଜୁକୀ ଏପ୍ରିଲ ୧ ପରଠାରୁ ଆଉ ଡିଜେଲ କାର ବିକ୍ରି କରିବ ନାହିଁ

ନୂଆଦିଲ୍ଲୀ : ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଆସନ୍ତା ୨୦୨୦ ଏପ୍ରିଲ ୧ ପରଠାରୁ ଆଉ କୌଣସି ଡିଜେଲ କାର ବିକ୍ରି କରିବ ନାହିଁ । ଏ ସଂପର୍କରେ କମ୍ପାନିର ଅଧ୍ୟକ୍ଷ ଆରସି ଭାର୍ଗବ ଆଜି ଘୋଷଣା କରିଛନ୍ତି । ଏବେ କମ୍ପାନି ବିକ୍ରି କରୁଥିବା କାର ମଧ୍ୟରୁ ୨୩…
Read More...

ବିଜେଡି ରାଜ୍ୟ ସାଧାରଣ ସଂପାଦକ ହେଲେ ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ବିଶ୍ୱଜିତ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି।
Read More...

ମାଡି ଆସୁଛି ବାତ୍ୟା ଫନି, ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ମାଡ ହେବ, ଓଡ଼ିଶା ଉପରେ ପ୍ରଭାବ ନାହିଁ

ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନୀ ସମର ଚାଲିଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଏହାର ନାଁ ରଖାଯାଇଛି ଫନି । ଏହି ବାତ୍ୟା ଏବେ ଶ୍ରୀଲଙ୍କା ଉପକୂଳ ଆଡକୁ ଅଗ୍ରସର ହେଉଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଏକ ଡିପ୍ରେସନରେ ପରିଣତ ହୋଇ…
Read More...

ମହୁଲ ଝାରର ଭିତିରିଆ କଥା, ସଙ୍କଟରେ ଆଦିବାସୀଙ୍କ ଜୀବନଜୀବିକା

ବୌଦ୍ଧ- ବୌଦ୍ଧଜିଲ୍ଲାର ଅଧିକାଂଶ ଗ୍ରାମ ବଣପାହାଡ ଘେରା ହୋଇଥିବା ବେଳେ ତିନୋଟିଯାକ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ରହିଛି । ବନଜାତ ଦ୍ରବ୍ୟ ଆଦିବାସୀ ଓ ବନବାସୀଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥିବା ବେଳେ ବର୍ତମାନ ମହୁଲଫୁଲ ର ଅଭାବୀ ବିକ୍ରିଯୋଗୁଁ ଏମାନଙ୍କ ଜୀବନଜୀବିକା…
Read More...

ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଞ୍ଚସ୍ଥ

ବୈାଦ୍ଧ - ବୌଦ୍ଧର ରାମଲୀଳା ଯାତ୍ରା ବୁଧବାର ଦ୍ୱାଦଶ ଦିବସରେ କୁମ୍ଭକର୍ଣ୍ଣ ବଧ ନାଟକ ମଂଚସ୍ଥ ହୋଇଥିଲା । ସ୍ଥାନୀୟ ରାମଲୀଳାପଡିଆର ମାରୁତୀମଣ୍ଡପରେ ପ୍ରଦର୍ଶିତ ହୋଇ ଆସୁଥିବା ଏହି ନାଟକରେ ପୁଅ ଇନ୍ଦ୍ରଜିତର ନାଗଫାଶ ବଂଧନରୁ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ମୁକ୍ତ ହୋଇଯିବା ଖବରପାଇ ଲଙ୍କା…
Read More...

ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ୪୬ତମ ଜନ୍ମଦିନ। ୧୯୭୩ ମସିହା ଆଜିର ଦିନରେ ସଚିନ୍‌ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌ ହେଉଛନ୍ତି ପ୍ରଥମ କ୍ରିକେଟର…
Read More...

ଆଇପିଏଲ୍‌-୨୦୧୯: ପୁଣି ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଫେରିଛି। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ୧୪ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ହେଲେ ଏହାର ୨୪ ଘଣ୍ଟା ନପୁରୁଣୁ ଚେନ୍ନାଇ…
Read More...

ଗୌତମ ଗମ୍ଭୀର ସବୁଠାରୁ ଧନୀ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀରୁ ଭାଜପା ପାଇଁ ପ୍ରାର୍ଥୀ ହୋଇଛନ୍ତି । ଗୌତମ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କର ସମ୍ପତ୍ତିର ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଥିଲା । ତାଙ୍କର ବାର୍ଷିକ ଆୟ ୧୨କୋଟିରୁ ଅଧିକ ଓ…
Read More...

ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର: ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍‌ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍‌ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାମଲାର ତଦନ୍ତ ଲାଗି ତଦନ୍ତକାରୀ…
Read More...