Monthly Archives

May 2026

ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ,ସନ୍ଦିଗ୍ଧ ଗିରଫ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଇରାନର ଆଇଆରଜିସି ଏହି ଷଡ଼ଯନ୍ତ୍ରର ମୁଖ୍ୟ କାରଣ ବୋଲି ଅଭିଯୋଗ କରାଯାଇଛି।
Read More...

ରାଗରେ ଗରଗର କୋହଲି, ହେଡଙ୍କୁ କଲେ ଅଣଦେଖା

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଝଗଡା କୋହଲି ବ୍ୟାଟିଂ କରୁଥିବାବେଳେ ହୋଇଥିଲା। ମ୍ୟାଚ ପରେ ମଧ୍ୟ
Read More...

ବିକିନି ଭିଡିଓର ସତ ବଖାଣିଲେ ଅଭିନେତ୍ରୀ, କହିଲେ…

"କାନ୍ତାରା ଚାପ୍ଟର 1" ନାୟିକା ରୁକ୍ମିଣୀ ବସନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିଲା। ଏହି ବିକିନି ଭିଡିଓରେ, ରୁକ୍ମିଣୀ ଏକ ପୁଲରେ ଫଟୋସୁଟ୍ ପାଇଁ ପୋଜ୍ ଦେଉଥିବାର ଦେଖାଯାଇଥିଲା। ଭିଡିଓଟି ଅନଲାଇନରେ ପ୍ରସାରିତ ହେବା ପରେ, ଅଭିନେତ୍ରୀ ଏବେ ଭିଡିଓ
Read More...

କାଳବୈଶାଖୀ ନେଲା ବୃଦ୍ଧଙ୍କ ଜୀବନ

ବାଲିଗୁଡ଼ା:କାଳବୈଶାଖୀ ନେଲା ବୃଦ୍ଧଙ୍କ ଜୀବନ। ଗତକାଲି କାଳବୈଶାଖୀ ପ୍ରଭାବରେ ଉଡ଼ି ଯାଇଥିଲା ଘରର ଛାତ ଏବଂ ପଡ଼ି ଯାଇଥିଲା କାଠ । ଘର କାଠ ପଡ଼ି ଗୁରୁତର ଆହତ ହୋଇଥିଲେ ବୃଦ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ
Read More...

୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୯ତମ ନିଯୁକ୍ତି ମେଳାରେ ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦେଶର ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିଲା। ମନୋନୀତ ପ୍ରାର୍ଥୀମାନେ ରେଳବାଇ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ
Read More...

ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେଠୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ ୯ରୁ ୧୫ ମଧ୍ୟରେ
Read More...

ଗ୍ରାହକଙ୍କୁ ଝଟକା, ପୁଣି ବଢିଲା…

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଛି। ଗତ ୧୦ ଦିନ ମଧ୍ୟରେ ଏହା ଇନ୍ଧନ ମୂଲ୍ୟରେ ତୃତୀୟ ବୃଦ୍ଧି। ଲଗାତାର ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।
Read More...

ଆସୁଛି ବଡ ଲଘୁଚାପ !, ଏହି ଦିନଠାରୁ ହୋଇପାରେ ବର୍ଷା

ଭୁବନେଶ୍ବର- ରାଜ୍ୟରେ ଗତ କିଛି ଦିନ ହେଲାଣି ମୁଣ୍ଡଫଟା ଖରା ହେଉଥିବାରୁ ଲୋକେ ଆଉଟୁପାଉଟ ହେଉଛନ୍ତି । ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ଆଉ ପ୍ରାୟ ସପ୍ତାହେ ବେଳକୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି।ଆଇଏମ୍‌ଡି ପକ୍ଷରୁ
Read More...

ଭୟଙ୍କର ଦୁର୍ଘଟଣା, ଚାଲିଗଲା ୬ ଜୀବନ

ପୁରୁଷୋତ୍ତମପୁର :  ବସ୍ ଓ ଅଟୋ ମୁହାମୁହିଁ ଧକ୍କାରୁ ଅଟୋରେ ବସିଥିବା ୧୦ ଜଣଙ୍କ ମଧ୍ୟରୁ ୨ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ ଗ୍ରାମର ୧୦ଜଣ ମିଶି ପୁରୁଷୋତ୍ତମପୁର ସିକୁଳା ରାସ୍ତା ଦେଇ ସିଂହାସନ ଯିବା ସମୟରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକା
Read More...

‘ବର କିଏ…’ କଙ୍ଗନା ଲୁଚିଛପି ବିବାହ କଲେ କି? ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଭିଡିଓ

ନୂଆଦିଲ୍ଲୀ- ଅଭିନେତ୍ରୀ ଏବଂ ରାଜନେତା କଙ୍ଗନା ରାଣାୱତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଲିପରେ, କଙ୍ଗନା ତାଙ୍କ ବେକରେ ମଙ୍ଗଳସୂତ୍ର ଏବଂ ହାତରେ ସବୁଜ ଚୁଡ଼ି ପିନ୍ଧିଥିବାର ଦେଖାଯାଉଛି। ତେବେ, କ'ଣ ଏପରି କୌଣସି ଗୁଜବ ଅଛି ଯେ ଅଭିନେତ୍ରୀ ଗୁପ୍ତ ଭାବରେ ବିବାହ
Read More...