Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶସ୍ତା ହେବ କ୍ୟାନସର ଔଷଧ
ନୂଆଦିଲ୍ଲୀ : କ୍ୟାନସର ରୋଗୀଙ୍କୁ ମହଙ୍ଗା ଔଷଧରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ନନ୍-ସିଡ୍ୟୁଲ୍ଡ (ଅଣ-ଅନୁସୂଚିତ) କ୍ୟାନସର ଔଷଧ ଉପରେ ବ୍ୟବସାୟିକ ଲାଭ (ଟ୍ରେଡ ମାର୍ଜିନ୍ ) ୩୦% ଭିତରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ!-->…
Read More...
Read More...
ବିରାଟ କୋହଲିଙ୍କ ବଡ଼ ପ୍ରଶଂସକ ଥିଲେ ନାନା ପାଟେକର
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର କ୍ରିକେଟରୁ ଖୁବ ନିକଟରୁ ଅନୁସରଣ କରୁଥିଲେ। ବିଶେଷକରି ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କର ସେ ଜଣେ!-->…
Read More...
Read More...
ରାଜ୍ୟରେ କମିବ ତାପମାତ୍ର, ବର୍ଷା ସମ୍ଭାବନା
ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍ କରୁଛି। ତେବେ ଆସନ୍ତା ୨ରୁ ୩ ଦିନ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫଳରେ ତାତି,!-->…
Read More...
Read More...
ଆଇଏସସ୍ତରରେ ଅଦଳବଦଳ, ବଦଳିଲେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ
ଭୁବନଶ୍ୱେର- ରାଜ୍ୟ ସରକାର ବୁଧବାର ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସାଧାରଣ ପ୍ରଶାସନ ବିଭାଗର ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।!-->…
Read More...
Read More...
ହାଇକୋର୍ଟଙ୍କ ଜାମିନ ଆବେଦନ କଲେ ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ
କଟକ: ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ!-->…
Read More...
Read More...
ପୂର୍ତ୍ତ ବିଭାଗ ଏଇଇ ଅରବିନ୍ଦ ମହାନ୍ତି ଗିରଫ
ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର(ଏଇଇ) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଆୟ ତୁଳନାରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି।
!-->!-->…
Read More...
Read More...
ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍ଆଇଆର୍ ବିରୋଧରେ ଏକାଠି ବିରୋଧୀ, ସାମିଲ ହେବ ବିଜେଡି
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସ୍ଆଇଆର୍ ବିରୋଧରେ ସମସ୍ତ ବିରୋଧୀ ଦଳ ମେଳି ବାନ୍ଧିଛନ୍ତି । ଇଣ୍ଡି ମେଣ୍ଟ ଦେଇଥିବା ବିକ୍ଷୋଭରେ ସାମିଲ ହେବାକୁ ଘୋଷଣା କରିଛି ବିଜୁ ଜନତା ଦଳ । ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଉ ଏବଂ!-->…
Read More...
Read More...
ବାହାରିଲା ବିଜ୍ଞପ୍ତି, ଏହି ଦିନ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୯ ତାରିଖରେ ନାମାଙ୍କନ ଦାଖଲ ହେବ ।!-->…
Read More...
Read More...
ଦିନିକିଆ ଓଡ଼ିଶାଗସ୍ତରେ ଆସିବେ ଅମିତ ଶାହ ଓ ରାଜନାଥ ସିଂହ
ଭୁବନେଶ୍ବର: ଆସନ୍ତାକାଲି ଦିନିକିଆ ଓଡ଼ିଶାଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉଭୟେ ମଙ୍ଗଳବାର ଦିନ ସୁନାବେଡ଼ାଠାରେ ଥିବା ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍(ହାଲ୍) ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ!-->…
Read More...
Read More...
ଏହି ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ଗ୍ୟାସ୍
ନୂଆଦିଲ୍ଲୀ: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାସନ କାର୍ଡଧାରୀ ପରିବାରଙ୍କୁ ପ୍ରତିବର୍ଷ ଦୁଇଟି ଏଲପିଜି ସିଲିଣ୍ଡରର ମୂଲ୍ୟ ସମାନ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଟଙ୍କା ସିଧାସଳଖ!-->…
Read More...
Read More...