Monthly Archives

September 2020

ଗଞ୍ଜେଇ ଭର୍ତ୍ତି କାର ଜବତ, ୨ଜଣ ଗିରଫ

ଦାରିଙ୍ଗବାଡ଼ି,୩୦/୯: ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜଣେ ନାବାଳକ ହୋଇଥିବା ବେଳେ ଆଉ ଜଣେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପରପାଙ୍ଗା ଗ୍ରାମର ସାଗର…
Read More...

ଗଜପତିରେ ପୁଣି ୧୮ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୮ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୫ ଜଣ, ପାରଳା ପୌର ପରିଷଦରୁ ୨ଜଣ, ଆର ଉଦୟଗିରି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ…
Read More...

କନ୍ଧମାଳରେ ପୁଣି ୧୦୩ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୮୧ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୪୮୯ ରେ ପହଂଚିଛି…
Read More...

ଗାଁ ସାଥୀ (ମେଟ) ସଂଘର ୫ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ : ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟ ସରକାରଂକ କେତେକ ତ୍ରୁଟିପୂର୍ଣ୍ଣ…
Read More...

ଶ୍ରୀ ଶ୍ରୀ ମହାବୀର ପୂଜା କମିଟି ପୂଜାରେ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ବାଣ୍ଟିବ

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ମହାବୀର ପୂଜା କିମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହାବୀରଙ୍କ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ବୈଠକ…
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୩୧ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୩୦/୯- ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ନୂଆ ପଜିଟିଭ ଭାବେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି । ବିଗତ ତିନି ସପ୍ତାହ ହେଲା ୈନିକ ଚିହ୍ନଟହାର ଶତାଧିକ ରହିଆସୁଛି, ଯାହାକି ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢାଉଛି ।…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ନାଗରିକ ସମ୍ପର୍କ ଅଭିଯାନ

ସମ୍ବଲପୁର,୩୦/୯- କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚାଳିତ ନାଗରିକ ସମ୍ପର୍କ ଅଭିମାନ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଏହା ପୂର୍ବରୁ ଏହାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜର ବିଭିନ୍ନ ସ୍ତରରେ ନାଗରିକଙ୍କ ସହିତ ପ୍ରତ୍ୟକ୍ଷ…
Read More...

ବୌଦ୍ଧ : ଆଜି ୧୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୩୦/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୧୦ ଜଣ କରୋନା ପଜିଟିଭ ମଧ୍ୟରେ…
Read More...

କୋଭିଡ-୧୯ ସମୟରେ ପଶୁ ସଂପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା

ପାରଳାଖେମୁଣ୍ଡି,୩୦/୯- ଗଜପତି ଜିଲ୍ଲା ପ୍ରାଣୀସଂପଦ ବିକାଶ ପକ୍ଷରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି । କୋଭିଡ-୧୯ରେ ଯେପରି ଲୋକେ ନିଜର ଜୀବନଜୀବିକା ପାଇ ପାରିବେ ଓ ସ୍ୱାବଲମ୍ବୀ ହୋଇପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ପାଇବ ସେମାନେ ଯେପରି…
Read More...

ଲୋକଙ୍କ ଉପଯୋଗ ପାଇଁ ଉତ୍ସର୍ଗକୁ ୫ ଅକ୍ସିଜେନ ସିଲିଣ୍ଡର ଦେଲା ଏସଡିସିଏ

ସମ୍ବଲପୁର,୩୦/୯- ସ୍ଥାନୀୟ ଔଷଧ ବିକ୍ରେତା ସଂଘ ସମ୍ବଲପୁର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏଶନ (ଏସଡିସିଏ) ପକ୍ଷରୁ ସ୍ଥାନୀୟ ପ୍ରସିଦ୍ଧ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଉତ୍ସର୍ଗ’କୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି, ଯାହାକି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି…
Read More...