Monthly Archives

May 2022

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ତମାଖୁ ନିରୋଧ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଏନ.ସି.ସି. ତରଫରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଥମେ ଏନ. ସି. ସି. ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ମାନେ ଏକ ଶୋଭାଯାତ୍ରା ରେ ପ୍ରଚାର ପତ୍ର ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି…
Read More...

ଏସିଆ କପ ହକି : ଫାଇନାଲ ରେସ୍‌ରୁ ବାଦ ପଡିଲା ଭାରତ

ଜାକର୍ତ୍ତା,୩୧/୫ : ଏସିଆ କପ ହକିର ସୁପର-୪ରେ ସୁପର ଶୋ’ ସତ୍ତେ୍ୱ ଭାରତକୁ ନିରାଶ ହେବାକୁ ପଡ଼ିଛି । ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍‌ ଲଢୁଆ ପ୍ରଦର୍ଶନ ସତ୍ତେ୍ୱ ଫାଇନାଲରେ ପହଞ୍ଚିପାରି ନାହିଁ । ଆଜି ଅନୁଷ୍ଠିତ ଅତି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ମ୍ୟାଚ ଡ୍ର ରହିଛି । ଏହି…
Read More...

ଜାଣନ୍ତୁ,ଦେଶର ଶିକ୍ଷା ବ୍ୟବସ୍ଥା ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଓ ସ୍ଥିତି ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି । ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ…
Read More...

ଓଡ଼ିଶାର ୨ ସହିଦ ଯବାନଙ୍କୁ ମିଳିଲା ଶୌର୍ଯ୍ୟଚକ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ…
Read More...

ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

ବୌଦ୍ଧ,୩୧ା୫ : ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ, ଉଜ୍ଜଳା ଯୋଜନା, ସ୍ୱଛ ଭାରତ, ଜଳ ଜୀବନ ମିଶନ ଓ ଅମୃତ,…
Read More...

କଲ୍ୟାଣ ଯୋଜନାର ସଫଳତାକୁ ନେଇ ଏଭଳି ଦୃଷ୍ଟାନ୍ତ ଦେଲେ ମୋଦୀ

ଶିମଲା,୩୧/୫ : କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ତେବେ ବିଶେଷତଃ,ଗରିବ ଲୋକଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା । ଏହି ସଙ୍କଳ୍ପ ଓ ଲକ୍ଷ୍ୟକୁ ସାକାର କରିବା ଲାଗି ସରକାର ଏକାଧିକ ଯୋଜନା ପ୍ରଚଳନ କରିଛନ୍ତି । ୧୬ଟି…
Read More...

କେବଳ ଗୋଟିଏ ସିଗାରେଟ ଆୟୁଷକୁ ୧୪ ମିନିଟ କମାଇଥାଏ

ନୂଆଦିଲ୍ଲୀ,୩୧/୫ : ଦେଶରେ ତମାଖୁଜନିତ ସ୍ୱାସ୍ଥ୍ୟ ସମସ୍ୟାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସେଥିରୁ ଆଶାନୁରୂପ ଫଳ ମିଳୁ ନାହିଁ । ବରଂ ସମସ୍ୟା ବଢିଚାଲିଛି । ଏକ ରିପୋର୍ଟ ଅନୁଯାୟୀ,ଭାରତରେ ତମାଖୁ ସେବନକାରୀଙ୍କ ସଂଖ୍ୟା ୨୬୭ ନିୟୁତରୁ ଅଧିକ । ତମାଖୁ…
Read More...

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ଼: ଆଦିବାସୀମାନଙ୍କ ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ସଂଘର କର୍ମକର୍ତ୍ତା । ଆଜି ଆଦିବାସୀ ଭବନ ପାଟଣାଗଡ଼ଠାରେ ବ୍ଲକ…
Read More...

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ,୩୧/୫:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହରିପ୍ରିୟା ହୋତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସଭାପତିତ୍ୱ…
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଳକ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ କୁଳୁତାଖଲିରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟରତଥିବା ପ୍ରଧାନଶିକ୍ଷକ ଶେଷଦେବ ବେହେରା ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ଚୈତନ୍ୟ ମହଲାଙ୍କ…
Read More...