Monthly Archives

July 2020

ପ୍ରଧାନ ଶିକ୍ଷକଙ୍କ ଅଵସର ଗ୍ରହଣ

ବୌଦ୍ଧ ୩୧/୭;କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାପୀଠ ,ଖଟଖଟିଆ ର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବାନ ବସ୍ତିଆ ଆଜି ଅଵସର ନେଇଛନ୍ତି ।ଶ୍ରୀ ବସ୍ତିଆ ୧୯୮୪ ମସିହାରୁ ପ୍ରତିଷ୍ଠାତା ଶିକ୍ଷକ ଭାବେ ଯୋଗଦେଇ ଅନୁଷ୍ଠାନକୁ ଗଢିତୋଳିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବୋୖଦ୍ଧ…
Read More...

କୌଣସି ଭାଷାକୁ କାହା ଉପରେ ଲଦି ଦିଅଯିବ ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ପାଇଁ ନୂଆ ଶିକ୍ଷାନୀତି ଘୋଷଣା କରିବା ପରେ ତାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏହା ଉପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଶୁକ୍ରବାର ସ୍ପଷ୍ଟୀକରଣ…
Read More...

ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ : ସମସ୍ତ ପ୍ରକାର ପଦକ୍ଷେପ ସତ୍ତେ୍ୱ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକାଯାଇ ପାରୁନାହିଁ । ପ୍ରତିଦିନ ସଂକ୍ରମଣ ପୂର୍ବ ରେକଡର଼୍ ଭାଙ୍ଗୁଛି । ଗତକାଲି ଦିନକରେ ୫୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଗତ ୨୪ ଘଣ୍ଟାରେ ରେକଡର଼୍ ୫୫ ହଜାର ୭୮ଜଣ ପଜିଟିଭ୍‌…
Read More...

ବୌଦ୍ଧ : ଅଗଷ୍ଟ 9 ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ

ବୌଦ୍ଧ - କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ 9 ତାରିଖ ଯାଏଁ ସଟଡାଉନ ଅବଧି କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୃଦ୍ଧି କରିଛନ୍ତି | ସପ୍ତାହର ସୋମବାର ଠାରୁ ଗୁରୁବାର ଯାଏଁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 7 ଘଣ୍ଟା ଠାରୁ ଅପରାନ୍ହ 2 ଘଣ୍ଟା ଯାଏଁ…
Read More...

କରୋନା ମାଡକୁ ମରୁଡିର ପଦଧ୍ୱନୀ ଜୀବନଜୀବିକା ଦୁର୍ବିସହ

ଭୁବନେଶ୍ୱର : ରାଜ୍ୟରେ କରୋନା ମାଡ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗତ ୫ ମାସ ଧରି ରାଜ୍ୟର ସାଧାରଣ ଲୋକେ ଜୀବିକା ହରାଇ ଅସ୍ତବ୍ୟସ୍ତ ହେଉଥିବା ବେଳେ ମୌସୁମୀ ଏହା ଉପରେ ଦାଉ ସାଧିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଗଲାଣି ।…
Read More...

ଢେଙ୍କାନାଳର ଗୋଟିଏ ଗାଁରୁ ଏକାଥରେ ୭୪ପଜିଟିଭ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ଗୋଟିଏ ଗାଁରୁ ଗୋଟିଏ ଦିନରେ ଏକକାଳୀନ ୭୪ ପଜିଟିଭ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚହଳ ପକାଇଛି । ଗୋଟିଏ ଦିନରେ ଜିଲ୍ଲାରୁ ୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଏହି ଜିଲ୍ଲାର ଗନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରୁ ୭୪ଜଣ ଚିହ୍ନଟ…
Read More...

ସାଂସଦଙ୍କ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଳାର ଚକାପାଦ ବ୍ଳକ ଲାଇନପଡ଼ା ଅଂଚଳର ବ୍ରାହ୍ମଣପଦର ଗ୍ରାମର ମୁକେଶ ମୁଖି ଗତ ୨୨ତାରିଖରେ ଫୁଲବାଣୀ ସଦର ମହକୁମା ଅମଲାପଡ଼ା ଠାରେ ଦୁଇମହଲା କୋଠାରେ ରଙ୍ଗ ଦେଉଥିବା ବେଳେ୧୧କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ମୁକେଶ ବାପା ମାଆଙ୍କର ଏକ ମାତ୍ର…
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ରତନମ୍ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନୁମୋଦନ,ଗଜପତି ସାମ୍ବାଦିକଙ୍କ…

ପାରଳାଖେମୁଣ୍ଡି, ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ଗତ ୧୨ ତାରିଖରେ ପରଲୋକ ହୋଇଥିଲା । ସେ ସାମ୍ବାଦିକମାନଙ୍କ ପାଇଁ ରୋଲ୍ ମଡେଲ୍ ଥିଲେ । ତେଲୁଗୁ ଇନାଡୁ ଦୈନିକ ପତ୍ରିକାରେ ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ।…
Read More...

ଆସନ୍ତାକାଲି ଆଇପିଏଲ୍‌ ଜିସି ବୈଠକ

ମୁମ୍ବାଇ: ଆସନ୍ତାକାଲି ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିବ । ଏଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ ଠାରେ ଅନୁଷ୍ଠିତ ହେବ । ସେଠାକୁ କେତେ ଖେଳାଳି ଓ ପରିଚାଳନା ଷ୍ଟାଫ୍‌ ଯିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁଯାୟୀ ଏଥର…
Read More...

ସଚିନ୍‌ଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲି

ନୂଆଦିଲ୍ଲୀ : ସଚିନ୍‌ ତେନ୍ଦୁଲକରଙ୍କ ସହିତ ଯେତେବେଳେ ବି ମୁହାଁମୁହିଁ ହେଉଥିଲା, ତାହା ଏକ ବଡ଼ ସଂଘର୍ଷରେ ପରିଣତ ହେଉଥିଲା । ମୋଠାରେ ଥିବା ବୋଲିଂ ଶ୍ରେଷ୍ଠତ୍ୱକୁ ସଚିନ୍‌ ବାହାର କରିଥିଲେ । ଅର୍ଥାତ୍‌ ତାଙ୍କ ଯୋଗୁଁ ମୁଁ ମୋର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି । ଏଭଳି…
Read More...