Monthly Archives

July 2021

କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା, ଦୁଇ ଆହତ

ଘୁ. ଉଦୟଗିରି,୩୧/୭- କଳିଙ୍ଗା ଘାଟିରେ ଦୁଇଜଣ ବାଇକରେ ପଡି ଦୁର୍ଘଟଣାର ଶିକାର ହୋଇ ମୁହଁରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁର୍ଲା ଗୌଡ଼ ବାଲିପଦର, ବେଲମୁଠା ଓ ସୁଶାନ୍ତ କୁମାର ଗୌଡ଼ ମୁଜାଗାଡ଼, ଭଞ୍ଜନଗର, ଗଞ୍ଜାମ ନିବାସୀ ଦୁହେଁ ନିଜ ଗ୍ରାମକୁ ଫେରୁଥିଲେ ।…
Read More...

ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍‌ ହାର

ଭୁୁବନେଶ୍ୱର,୩୧/୭- ମହାମାରୀ କରୋନା ଭିତରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ସନ୍ଧ୍ୟା ସାଢେ ୭ଟାରେ ରାଜ୍ୟସରକାର ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକାକୁ…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ…
Read More...

ଅବସରନେଲେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଦଶପଲ୍ଲା,୩୧/୭ : - ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଆଜି ଜୁଲାଇ ୩୧ ରେ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ନାୟକଙ୍କୁ ବିଭାଗୀୟ କର୍ମଚାରୀମାନେ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ।…
Read More...

ଚାରମାଳ ଥାନାରେ ରକ୍ତଦାନ ଶିବିର: ୬୬ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର, ୩୧/୭- ସ୍ଥାନୀୟ ଚାରମାଳ ଥାନାରେ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜି ସକାଳେ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଏହି ଶିବିରର ଉଦଘାଟନ କରି ଅଧିକରୁ ଅଧିକ ପୁଲିସ କର୍ମଚାରୀ ଏଥିପାଇଁ ଆଗେଇ ଆସିବାକୁ…
Read More...

ଭ୍ରଷ୍ଟାଚାର ପାଇଁ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କ ମାମଲାରେ ସିବିଆଇ ତଦନ୍ତ ଦାବି

ସମ୍ବଲପୁର, ୩୧/୭- ଓଡ଼ିଶା ଷ୍ଟାଫ ସିଲେକଶନ ବୋର୍ଡର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ବ୍ୟାପକ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ କରାଯାଇଛି । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩.୭୯ କୋଟି ଟଙ୍କାର ସୁନା, ନଗଦଟଙ୍କା ଓ ଆୟ ବହିର୍ଭୁତ ସଂପତ୍ତି ଠାବ କରାଯାଇଛି । ଏହି ବାବଦରେ…
Read More...

ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ, ରାୟଗଡ ଥାନା ପୋଲିସର ତଦନ୍ତ ଜାରି

ରାୟଗଡ/୩୧/୭: ରାୟଗଡ ସହରରେ ଗତ କିଛି ମାସ ଧରି ହେଉଥିବା ଚୋରି ମାମଲାଗୁଡିକର ସମାଧାନ କ୍ଷେତ୍ରରେ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବାବେଳେ ପୁଣିଥରେ ପୋଲିସକୁ ଚ୍ୟାଲେଞ୍ଜ ସଦୃଶ ଏକ ବଡଧରଣର ଚୋରି ହୋଇଛି । ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ସ୍ଥାନୀୟ କୋରାପୁଟ ଛକ…
Read More...

ଫୁଲବାଣୀ ପ୍ରେସ କ୍ଲବ ଠାରେ ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ବ୍ୟବସ୍ଥା

ଫୁଲବାଣୀ ୩୧/୭: ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀ ସଦର ମହକୁମାର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି । ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,…
Read More...

ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ସମ୍ବଲପୁର, ୩୧/୭- ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ବିକଶିତ କରିବା ପାଇଁ ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି ଓ ଏଥିପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ୧୦୮ ଏକର଼ ଭୂମି ଚିହ୍ନିତ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ…
Read More...