ଅବସରନେଲେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

0 120

ଦଶପଲ୍ଲା,୩୧/୭ : – ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଆଜି ଜୁଲାଇ ୩୧ ରେ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ନାୟକଙ୍କୁ ବିଭାଗୀୟ କର୍ମଚାରୀମାନେ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି , ଶ୍ରୀଯୁକ୍ତ ନାୟକ ଜଣେ ଉଦାର ଏବଂ କର୍ମଠ କାର୍ଯ୍ୟକର୍ତ୍ତା ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ ପ୍ରତିପାଦନ କରିଛନ୍ତି । ସେ ଜଣେ ଉତ୍ତମ ସ୍ୱଭାବର ବ୍ୟକ୍ତି ଭାବେ ବେଶ୍‌ ପରିଚିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =