Monthly Archives

September 2019

ଦିଲ୍ଲୀପ ପଣ୍ଡା ହେଲେ ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଛନ୍ତି । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ…
Read More...

କାଦପଡା ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ହାଇସ୍କୁଲ ପରିସରରେ ସଫେଇ କାର୍ଯ୍ୟକ୍ରମ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କାଦପଡା ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ କିଆକଟା ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛ ବିଦ୍ୟାଳୟ ଗଠନ ପାଇଁ ଆସୋସିଏସନର ସଦସ୍ୟମାନେ ସଂକଳ୍ପ ନେଇଥିଲେ । ସେହିପରି…
Read More...

କାଦପଡା ଜଗନ୍ନାଥ ୟୁଥ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ସଫେଇ କାର୍ଯ୍ୟକ୍ରମ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମର ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଗତ ୧୦ ତାରିଖ ଦିନ ପୂର୍ବତନ ସଭାପତି ଅଗସ୍ତି ପ୍ରଧାନଙ୍କ ଅଧ୍ୟକ୍ଷତାରେ କାଦପଡା ଗୋଷ୍ଠୀକେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି…
Read More...

ଉପଦେଷ୍ଟାଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ : ନିଷ୍ଠାର ସହ ଦାୟିତ୍ୱ ତୁଲାଇବି

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଭାବେ ବିଜେଡ଼ିର ଯୁବ ନେତା ମାନସ ମଙ୍ଗରାଜ ବୁଧବାର ଦାୟିତ୍ୱଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ…
Read More...

ପାକ୍ ବଜାର ସ୍ଥିତି ସାଂଘାତିକ : କ୍ଷୀର ଲିଟର ଏତିକି ?

କରାଚୀ : ପାକିସ୍ତାନରେ ବଜାର ପରିସ୍ଥିତି ବର୍ତ୍ତମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦରଦାମ ଏଭଳି ହୋଇଛି ଯେ, କୌଣସି ଜିନିଷରେ ହାତ ମାରିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ପନିପରିବାଠୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବହୁଗୁଣା ହୋଇଛି । କ୍ଷୀର ଲିଟର…
Read More...

କାଦପଡ଼ା ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣେଶ ପୂଜା

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମର ଜଗନ୍ନାଥ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଟି ପକ୍ଷରୁ ଏକ ଆକର୍ଷଣୀୟ ତୋରଣ ତିଆରି କରି ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଆଜି ପୂର୍ବାହ୍ନ ୧.୩୦ ମିନିଟରେ ପୂଜକ ହରିହର…
Read More...