Monthly Archives

April 2026

ମାତ୍ର ୨୪ ବର୍ଷ ବୟସରେ ୧୯୭ଟି ଦେଶ ଭ୍ରମଣ

ନୂଆଦିଲ୍ଲୀ: ବିହାରର ଜଣେ ଯୁବକ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛନ୍ତି । ଯେଉଁ ବୟସରେ ସେ କ୍ୟାରିୟରକୁ ନେଇ ନିମଗ୍ନ ରହିବା କଥା,ସେହି ସମୟରେ ସେ ବିଶ୍ୱ ଭ୍ରମଣ କରି ଚର୍ଚ୍ଚିତ ହୋଇଛନ୍ତି । ଏହି ଯୁବକ ଜଣକ ହେଲେ ବିହାରର ଶୁଭମ କୁମାର ଏପରି କିଛି ହାସଲ କରିଛନ୍ତି ଯାହା ସମଗ୍ର ଦେଶର
Read More...

ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣା; ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଆରଡିସି

କେନ୍ଦୁଝର: ମାଟି ଖୋଳି ଭଉଣୀର କଙ୍କାଳକୁ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଆରଡିସି। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି। ଆରଡିସିକର୍ତ୍ତୃପକ୍ଷ ଏନେଇ କହିଛନ୍ତି, ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ
Read More...

ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ
Read More...

ମେ ମାସରେ ବିଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ମାସରେ ୟୁରୋପ ଓ ୟୁଏଇ ଗସ୍ତରେ ଯାଇପାରନ୍ତି। ମେ ୧୫-୨୦ ତାରିଖ ଭିତରେ ପ୍ରଧାନମନ୍ତ୍ରୀ ୟୁରୋପର ଚାରିଟି ଦେଶ ନେଦରଲ୍ୟାଣ୍ଡ, ସ୍ବିଡେନ, ନରୱେ ଓ ଇଟାଲି ଗସ୍ତ କରିପାରନ୍ତି। ଏହି ଗସ୍ତ ଅବସରରେ ମୋଦୀ ନରୱେରେ ହେବାକୁ ଥିବା ତୃତୀୟ ଭାରତ-
Read More...

ମେ’ ତୃତୀୟ ସପ୍ତାହରେ ଯୁକ୍ତଦୁଇ ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପରୀକ୍ଷାର ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳ୍ପ କେତେକ ଖାତା ଛାଡ଼ି ସବୁ ଖାତାଦେଖା ଶେଷ ହୋଇଛି। ପ୍ରାୟ ୯୬%ରୁ ଅଧିକ ଖାତାଦେଖା ସରିଥିବାବେଳେ ଗୁରୁବାର ଅବଶିଷ୍ଟ ଖାତା ଦେଖାଯିବ। ଏବେ ୧୫୧ ପରୀକ୍ଷା କେନ୍ଦ୍ରରେ
Read More...

କେନ୍ଦୁଝର ଜିଲ୍ଲାବାସୀଙ୍କୁ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ
Read More...

ବିଧାନସଭା ସ୍ବତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ
Read More...

ରିୟାନ ପରାଗଙ୍କୁ ହୋଇପାରେ ଜେଲ ଦଣ୍ଡ ! ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇବା ପଡିପାରେ ମହଙ୍ଗା

ନୂଆ ଦିଲ୍ଲୀ-ରାଜସ୍ଥାନ ରୟାଲସ ଅଧିନାୟକ ରିୟାନ ପରାଗ ପଞ୍ଜାବ କିଙ୍ଗସ ବିପକ୍ଷରେ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇଥିବାର ଦେଖାଯାଇଥିଲା। ଏହି ଘଟଣା ମଙ୍ଗଳବାର ରାତିରେ ମୁଲାନପୁରରେ ଘଟିଥିଲା। ରାଜସ୍ଥାନ ଇନିଂସର 16ତମ ଓଭର ସମୟରେ, ପରାଗଙ୍କୁ
Read More...

କାଶୀ ବିଶ୍ବନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରେକାରୁ ଏକ ରୋଡ୍ ସୋ କରି ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ।  ଏହି ସମୟରେ ବିଜେପି ନେତା ଏବଂ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲ ବର୍ଷା କରି ୬ଟି ସ୍ଥାନରେ ସ୍ୱାଗତ କରାଯାଇଥିଲା। କାଶୀ ବିଶ୍ୱନାଥ ମନ୍ଦିରରେ
Read More...

ଦିନ ୧୧ରୁ ୩ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲାର ଜିଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ଆଲୋଚନା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକେ ଘରୁ ନ ବାହାରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ
Read More...