Monthly Archives

October 2022

ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜାରି ଟି-୨୦ ବିଶ୍ୱ କପ ଶେଷ ହେବା ପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଛି । ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା…
Read More...

ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲା କାଶିନଗରବ୍ଲକ ଜୋନ ନମ୍ବର-୨ର କିଡିଗାମ, ହାଡୁଭଙ୍ଗୀ, ଖାରଡା, ସିତାପୁର, ସିଧାମଡଙ୍ଗ ଓ ରାଣିପେଣ୍ଠ ଗ୍ରାମପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡି ବରିଷ୍ଠନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସାମୁହିକ ଶପଥପାଠ

ବୌଦ୍ଧ,୩୧/୧୦- ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହ ଠାରେ ଆଜି ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ବିରୋଧରେ ସାମୁହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଏହି ଶପଥପାଠ କରାଇଥିଲେ । ଏଥିରେ…
Read More...

ଶଗଡାରେ ଶୌଣ୍ଢିକ ସମାଜର ଜୋନସ୍ତରୀୟ ସାଙ୍ଗଠନିକ ବୈଠକ

ଜହ୍ନାପଙ୍କ,୩୧/୧୦: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଶଗଡା ଗ୍ରାମରେ ଶୌଣ୍ଢିକ ସମାଜର ଜିଲ୍ଲା ସଭାପତି ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜୋନସ୍ତରୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ପ୍ରାରମ୍ଭରେ ସମାଜର ବରିଷ୍ଠ ସଦସ୍ୟ ବିଜୟ ସାହୁ ଇଷ୍ଟଦେବୀ ସୁବର୍ଣ୍ଣଗ୍ରାହୀଙ୍କ ପୂଜା…
Read More...

କୃଷି ବୀମା ପ୍ରଦାନର ଅନିୟମିତତା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ,୩୧/୧୦ : କୃଷି ବୀମା ଦାବିକୁ ନେଇ ଜୋର ଧରୁଛି ଆନ୍ଦୋଳନ, ତାତିଲେଣି ଚାଷୀ…..ଅନେକଥର ଧାରଣା ଓ ଆନ୍ଦୋଳନ ହେବା ପରେ ମଧ୍ୟ ଫଳ ଶୂନ..କୌଣସି ପଦକ୍ଷେପ ନାହିଁ । ଲାଠୋର ରେଳରୋକ , ଟିଟିଲାଗଡ଼ ରେଳରୋକ ପରି ଅନେକ ଥର ଚାଷୀ ତାର ବୀମା ରାଶି ପାଇବାକୁ ନ୍ୟାର୍ଯ୍ୟ ଦାବି କରିଆସୁଛି ହେଲେ…
Read More...

ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ

ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରିଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର, ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ଏ ଖବର ପାଇ…
Read More...

କୋଷାଗୁମୁଡ଼ା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର:କୋଷାଗୁମୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୧ ଜଣଙ୍କର ଆପତ୍ତି, ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୭ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ…
Read More...

ସହିଦ ପ୍ରତାପ ନାଏକଙ୍କ ସ୍ମୃତିରେ ରକ୍ତଦାନ ଶିବିର

ସୁବର୍ଣ୍ଣପୁର,୩୧/୧୦ - ସ୍ଥାନୀୟ ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସହିଦ ପ୍ରତାପ ନାଏକଙ୍କ ସ୍ମୃତିରେ ଆୟୋଜନ ହୋଇଥିବା ଏହି ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ…
Read More...

ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ପାକତ୍ୟାଗ ବିଧାନକୁ ନେଇ ଉଠିଛି ଦ୍ୱନ୍ଦ୍ୱ

ପୁରୀ : ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ଦିନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ମୋକ୍ଷ ହେବ । ଚନ୍ଦ୍ରଗ୍ରହଣର ବିଧି ଅନୁସାରେ ୯ ଘଣ୍ଟା ପୂର୍ବରୁ ହେବ ପାକତ୍ୟାଗ । ଏଣୁ ବିଧି ଅନୁଯାୟୀ…
Read More...

ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍‌

କିବ୍‌ : ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ ରୁଷ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି । ରାଜଧାନୀ କିବ୍‌ ସମେତ ଅନ୍ୟ ସହରରେ ପ୍ରାୟ ପ୍ରତିଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼…
Read More...