ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

0 45

ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲା କାଶିନଗରବ୍ଲକ ଜୋନ ନମ୍ବର-୨ର କିଡିଗାମ, ହାଡୁଭଙ୍ଗୀ, ଖାରଡା, ସିତାପୁର, ସିଧାମଡଙ୍ଗ ଓ ରାଣିପେଣ୍ଠ ଗ୍ରାମପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡି ବରିଷ୍ଠନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ , ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ , ଜିଲ୍ଲା ସଭାପତି ପ୍ରଦୀପ ନାୟକ, କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ ସୁଧାରଣୀ, ବିଜେଡିନେତା ବସନ୍ତ ଦାସ , ବରିଷ୍ଠନେତା ଏସ୍‌ ଗଜପତି ରାଓ, ଏସଡିସି ଅଧ୍ୟକ୍ଷା ମୋରିୟମ ରଇତ, ବିଜେଡି ରାଜ୍ୟସମ୍ପାଦକ ଶ୍ରୀ ମରୁତ ପାଲ , ଜୋନ- ୬ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଏସ.ବାଳରାଜୁ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପୂର୍ଣବାସୀ ନାୟକ ମହିଳା ଉପସଭାପତି ଶ୍ରୀମତୀ ସଞ୍ଜୁକ୍ତା ବେହେରା, ସମସ୍ତ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଏବଂ ବହୁନେତା ଯୁବ ଛାତ୍ର ମହିଳା, ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ ।

hiranchal ad1
Leave A Reply

Your email address will not be published.

four × one =