Monthly Archives

April 2021

ରବି ଧାନ କ୍ରୟରେ ବିଭ୍ରାଟ, ତଳିଆ ମୁଣ୍ଡରେ ଅଠା ବୋଳିବାକୁ ପ୍ରୟାସ

ବୌଦ୍ଧ,୩୦/୪ - ଜିଲ୍ଲାରେ ଖରିଫ ଧାନ କ୍ରୟ ସମୟରେ ଅନେକ ସମସ୍ୟା ଦେଖାଦେଇ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିବା ବେଳେ ବର୍ତ୍ତମାନ ରବିଧାନ କ୍ରୟରେ ମଧ୍ୟ ସେଭଳି ସମସ୍ୟା ସୃଷ୍ଟି ହେଲାଣି । ଧାନ ବିକ୍ରୟ ପଂଜିକରଣ କରି ମଧ୍ୟ ଅନେକ ଚାଷୀଙ୍କ ନିକଟକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି ।…
Read More...

ବନ ବିଭାଗ ଦ୍ୱାରା ୬ ଜଣ ମାଙ୍କଡ଼ ଶିକାରୀ ଗିରଫ

ବୌଦ୍ଧ /ବାଉଁଶୁଣୀ,୩୦/୪ - ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନ ଜାମୁଖୋଲ୍‌ ବିଟର କରଡ଼ାମୁଣ୍ଡା ଗ୍ରାମ ନିକଟରେ ବନବିଭାଗ ଚଢ଼ାଉକରି ୬ ଜଣ ମାଙ୍କଡ଼ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜିସକାଳେ କୌଣସି ସୂତ୍ରରୁ ଖବରପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ…
Read More...

ମହାନଦୀ ପୋଲ ଉପରେ ଦୁର୍ଘଟଣା, ଯୁବକ ମୃତ

ବୌଦ୍ଧ,୩୦/୪ - ଆଜି ସନ୍ଧ୍ୟା ପ୍ରାୟ ଘ ୭. ୩୦ ମିନିଟ ସମୟରେ ବୌଦ୍ଧ - କିଆକଟା ମହାନଦୀ ପୋଲ ଉପରେ ଗୋଟିଏ ବାଇକ ଓ ଭେନ ମଧ୍ୟରେ ଧକ୍କାହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ କୌଣସି କାମରେ ବାଇକ ଯୋଗେ ବୌଦ୍ଧଆସି…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଡିଆଁ ମାରୁଛି କରୋନା

ସୁବର୍ଣ୍ଣପୁର ୩୦/୪- ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦିନକୁଦିନ ସ୍ଥିତି ବେକାବୁ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ ପାଇଁ ଯେତେବି କାର୍ଯ୍ୟକ୍ରମ କରାଯାଉଛି ଲୋକ ମାନଙ୍କ ବେପରୁଆ ପଣ…
Read More...

ଦଶପଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପିଲା

ଦଶପଲ୍ଲା,୩୦/୪- ଦଶପଲ୍ଲା ପାଇଁ ବିପଦ ବଢାଉଛନ୍ତି , ଭୂବନେଶ୍ୱର ଓ କଟକ ଫେରନ୍ତା ।ଗତକାଲି ର ରିପୋର୍ଟ ଅନୁଯାୟୀ ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ଶତକ ଟପିଥିବା ବେଳେ, ଆଜିର ର ରିପୋର୍ଟ ଆହୁରି ଚିନ୍ତା ବଢାଇପାରେ ବୋଲି, ଅନୁମାନ କରାଯାଉଛି ।ବିଶେଷ ଭାବରେ ଗ୍ରାମାଞ୍ଚଳରେ ସଚେତନତା…
Read More...

ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି । ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କ ବିୟୋଗ…
Read More...

ମାସ୍କ ପିନ୍ଧାଇ ସାନି ଟାଇଜର ଦେଇ ସଚେତନ କଲେ ତହସିଲଦାର

ଦାରିଙ୍ଗବାଡ଼ି,୩୦/୪:ସାରା ଦେଶରେ କରୋନା ନିଜର ୨ୟ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି l ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ଥାନା…
Read More...

ପୃଥ୍ୱୀ ସୋ’ଙ୍କୁ ପ୍ରଶଂସା କଲେ ପନ୍ତ, କହିଲେ ଏହି ବଡ କଥା

ଅହମ୍ମଦାବାଦ : ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ତାଙ୍କ ସାଥୀ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସୋଙ୍କୁ ପ୍ରଶଂସା କରିଛନ୍ତି । ଆଇପିଏଲ୍ ର ୧୪ ତମ ସିଜନର ୨୫ ତମ ମ୍ୟାଚ୍ ରେ ସୋ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଧାଆଁଧାର ୮୨ ରନ କରି ଦଳକୁ ୭ ଉଇକେଟ ବିଜୟୀ କରାଇବାରେ ପ୍ରମୁଖ…
Read More...

କଟକରେ ଦିନ ୨ଟା ପରେ ଦୋକାନ ବନ୍ଦ

କଟକ : କରୋନା ସଂକ୍ରମଣ ରାଜ୍ୟ ତଥା ଦେଶରେ ହୁହୁ ହୋଇ ବଢୁଥିବା ବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ପଡିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କଟକ ସହରରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତି କଟକ ବଣିକ ସଂଘ ନେଇଥିବା ଜଣାପଡିଛି । ନିଷ୍ପତ୍ତି…
Read More...

ମେ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ମେ ୧ ତାରିଖଠାରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟମ ବନ୍ଦ ରହିବ । ଆଜି ଏ ସଂକ୍ରାନ୍ତରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ସୂଚନା ଅନୁଯାୟୀ ଆସନ୍ତା ୧ ତାରିଖଠାରୁ ୧୫ ତାରିଖ ଯାଏଁ…
Read More...