ମେ ପହିଲାରୁ ନନ୍ଦନକାନନ ବନ୍ଦ

0 73

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ମେ ୧ ତାରିଖଠାରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟମ ବନ୍ଦ ରହିବ । ଆଜି ଏ ସଂକ୍ରାନ୍ତରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ସୂଚନା ଅନୁଯାୟୀ ଆସନ୍ତା ୧ ତାରିଖଠାରୁ ୧୫ ତାରିଖ ଯାଏଁ ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସେହିପରି ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ ।

hiranchal ad1
Leave A Reply

Your email address will not be published.

18 − six =