Browsing Category

ରାଜନୀତି

ଭିଡି ସତୀଶନ୍ ହେବେ କେରଳମର ନୂତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ; ୧୦ ଦିନର ଛକାପଞ୍ଝା ଶେଷରେ ସମାପ୍ତ ହୋଇଛି । କଂଗ୍ରେସ ନେତା ଭିଡି ସତୀଶନ୍ କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ନେତୃତ୍ୱ ଭିଡି ସତୀଶନଙ୍କ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ଯିଏ ଜଣେ ଦୃଢ଼…
Read More...

ରାଜ୍ୟସଭା ନିର୍ବାଚନ, ବଡ କଥା କହିଲେ ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ଅପ୍ରେଲ ସରିବ ଓଡିଶାର 4 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ଏହାକୁ ନେଇ ଏବେଠୁ ସରଗରମ ହେଲାଣି ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳ ଏହାକୁ ନେଇ ଆରମ୍ଭ କରି ଦେଲାଣି ପ୍ରସ୍ତୁତି । ସଂଖ୍ୟା ଖେଳ ଅନୁଯାୟୀ ଶାସକ ବିଜେପି 2ଟି ଓ ମୁଖ୍ୟ ବିରୋଧୀ ବିଜେଡି ଗୋଟିଏ ଆସନ…
Read More...

ଆକ୍ସନ ମୋଡରେ ନୀତିନ ନବୀନ : ବିଜେପି ଫୋକସରେ 5 ରାଜ୍ୟ, ବରିଷ୍ଠ ଦେଲେ ଦାୟିତ୍ବ

ନୂଆଦିଲ୍ଲୀ- ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ପଷ୍ଟ କରିଥିଲେ ଯେ ସଂଗଠନ ଏବେ ସମ୍ପୂର୍ଣ୍ଣ ଭାବରେ ନିର୍ବାଚନ ମୋଡରେ ପରିବର୍ତ୍ତନ ହୋଇଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରାୟ ଆଠ ଘଣ୍ଟା ଧରି ଚାଲିଥିବା ଏହି ବୈଠକ କେବଳ ଏକ ଔପଚାରିକତା…
Read More...

ଆସୁଛି ମୁମ୍ବଇ ପୌର ନିର୍ବାଚନ ଫଳାଫଳ: ଜାଣନ୍ତୁ କାହା ସପକ୍ଷରେ ଯାଉଛି ଜନମତ

ମୁମ୍ବଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମର ନିର୍ବାଚନ ଫଳାଫଳ ଆଜି ଘୋଷଣା କରାଯିବ। ସକାଳ ପ୍ରାୟ ୧୦ଟାରେ ଗଣନା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭୋଟ ଗଣତିରେ ୫୫୧ସିଟରେ ବିଜେପି ଆଗୁଆ ରହିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରତ୍ୟେକ ନଗର ନିଗମରେ କିଏ ବିଜୟୀ ହୋଇଛି ତାହା ସ୍ପଷ୍ଟ…
Read More...

ବିଜେଡିରୁ ୨ ବିଧାୟକ ନିଲମ୍ବିତ

ଭୁବନେଶ୍ବର- ରାଜ୍ୟ ରାଜନୀତିରେ ହଟଚମଟ । ବଡ ଆକ୍ସନ ନେଲା ବିଜେଡି । ଦୁଇ ବିଧାୟକଙ୍କୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ । ବିଜେଡି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ…
Read More...

ବିହାରରେ କଂଗ୍ରେସର ଗତି କୁଆଡେ ? ଦିନକୁ ଦିନ ହ୍ରାସ ପାଉଛି ଭୋଟ୍ ପ୍ରତିଶତ

ପାଟନା। ବିହାର ରାଜନୀତିରେ କଂଗ୍ରେସ ଏକ ପ୍ରଭାବହୀନ ଦଳ ପାଲଟିଛି ବୋଲି ସାଧାରଣରେ ଧାରଣା ହୋଇଗଲାଣି। ଗତ ଦଶନ୍ଧି ଧରି ଏହାର ରାଜନୈତିକ ଗ୍ରାଫ୍ ଧୀରେ ଧୀରେ ହ୍ରାସ ପାଉଛି।ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ହ୍ରାସ ମଧ୍ୟରେ ଅସ୍ଥିର ହେଉଥିବା ବେଳେ, ଦଳର ଆସନ ଅଂଶ ପ୍ରଦର୍ଶନ ସମୟ ସହିତ ଖରାପ…
Read More...

ଘୋଷଣାକୁ ଅପେକ୍ଷା, ଚୂଡାନ୍ତ ହେଲା ନୂଆପଡା ବିଜେଡି ପ୍ରାର୍ଥୀଙ୍କ ନାମ !

ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ବିଜେଡି ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବାଏକପ୍ରକାର ନିଶ୍ଚତ…
Read More...

ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସ ନିଲମ୍ବିତ

ଭୁବନେଶ୍ୱର: ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ…
Read More...

୯ ସେପ୍ଟେମ୍ବରରେ ଉପରାଷ୍ଟ୍ରପତି ନିର୍ବାଚନ ; ସହଜରେ ଜିତିବେ ଏନଡିଏ ପ୍ରାର୍ଥୀ, ଜାଣନ୍ତୁ ଗଣିତ

ନୂଆଦିଲ୍ଲୀ- ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ୯ ସେପ୍ଟେମ୍ବରରେ ହେବାକୁ ଥିବା ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ସହିତ ନାମାଙ୍କନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲ କରିବାର ଶେଷ…
Read More...

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ…
Read More...