Monthly Archives

April 2021

ବଜ୍ରପାତରେ ନାବାଳିକା ମୃତ

ଦାରିଙ୍ଗବାଡି,୩୦/୪- ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେତରବାଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆମ୍ବ ନେଇ ଫେରୁଥିବା ସମୟରେ ବଜ୍ରପାତରେ ଜଣେ ୧୧ ବର୍ଷୀୟ ନାବାଳିକା ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ମୃତକ ନାବାଳିକା ଜଣକ ହେଲେ ପେତରବାଡି ଗ୍ରାମର ପ୍ରକାଶ ପ୍ରଧାନଙ୍କ…
Read More...

ନିଶା ସ୍ପ୍ରେ କରି ମହିଳାଙ୍କ ଠାରୁ ସୁନା ଲୁଟ୍‌

ଦାରିଙ୍ଗବାଡି, ୩୦/୪- ଦାରିଙ୍ଗବାଡି ଥାନା ସିମନବାଡି ସ୍ଥିତ ପାଟଖଣ୍ଡା ସାହିର ଜଣେ ମହିଳାଙ୍କୁ ନିଶା ଔଷଧ ସ୍ପ୍ରେ କରି ସୁନା ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ପାଟଖଣ୍ଡାସାହିରେ ରହୁଥିବା ନାରାୟଣ ବେହେରାଙ୍କ ଘରକୁ ବୁଧବାର ରାତି ପ୍ରାୟ ୮ଟା ସମୟରେ କିଛି…
Read More...

ବୌଦ୍ଧ: ଜିଲ୍ଲାରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ, ରାମଗଡ ଗ୍ରାମରୁ ସର୍ବାଧିକ ୧୦

ବୌଦ୍ଧ,୩୦/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତ ବାହାଜୋର୍‌ ଗ୍ରାମରୁ ୧ ଜଣ, ଚଉରିଆ ପଦର ଗ୍ରାମରୁ ୧ ଜଣ, ତାଲସରଡା…
Read More...

ରାଜ୍ୟରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…
Read More...

ମେଧାବୀ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ

ଜହ୍ନାପଙ୍କ,୨୯/୪- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ମେଧାବୀଛାତ୍ରୀ ଅଙ୍କିତା ନାଏକଙ୍କ ଏକ ଖବର ଶୀର୍ଷକ ‘ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ 'ଖବର ପ୍ରକାଶିତ ପରେ ବୌଦ୍ଧର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେଣ୍ଡସିଫ କ୍ଲବ ସହାୟତାର ହାତ…
Read More...

ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ବାଘ ଛାଲ ଜବତ୍‌, ଜଣେ ଗିରଫ

ବୌଦ୍ଧ,୨୯/୪ - ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଧନଝୁଲି ଗ୍ରାମରେ ରାଜ୍ୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଚଢଉ କରାଯାଇ ଏକ ଚିତାବାଘ ଛାଲ ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏ ମାମଲାରେ ମନମୁଣ୍ଡା ଥାନା ବାଦଲଗୁଡା ଗ୍ରାମର ମହେନ୍ଦ୍ର ଭଇନା ନାମକ ଜଣେ…
Read More...

ଆଇପିଏଲରୁ ଖେଳାଳିଙ୍କ ପରେ ଓହରିଲେ ଅମ୍ପେୟାର

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ ଏକ ଭିନ୍ନ ଅନୁଭୂତି ମଧ୍ୟ ଦେଇ ଗତି କରୁଛି । ଏହା ଏଭଳି ଏକ ସମୟରେ ଚାଲିଛି, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଏହି କାରଣରୁ ଜଣକ ପରେ ଜଣେ ବିଦେଶୀ ଖେଳାଳି ଆଇପିଏଲରୁ ଓହରିବାରେ ଲାଗିଛନ୍ତି । ଏବେ ଦୁଇଜଣ ଅମ୍ପେୟାର ଏହି…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବରୁଣିଆ ପାଗାଡ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ବଡଚଣା ପୁଲିସ । ସୂଚନାନୁଯାୟୀ ଗୁରୁବାର ସକାଳେ କିଛି ଲୋକ ଜଙ୍ଗଲରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ବଡଚଣା ପୁଲିସକୁ ସୂଚନା…
Read More...

ହୃଦଘାତରେ ଆଇନଜୀବୀଙ୍କ ପରଲୋକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୨)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡିଛି ।ସଂର୍ପକିୟଙ୍କ କହିବାନୁଯାଇ ଗୁରୁବାର ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ସ୍ଥାନିୟ ଲୋକମାନଙ୍କ ସହ ଥଟାମଜା ହୋଇଥିଲେ ।…
Read More...

୫୬ ବର୍ଷରେ ପଦାର୍ପଣ କଲେ ଟିଭିର “ସୀତା’, ଆସନ୍ତୁ ଜାଣିବା କେମିତି ତାଙ୍କୁ ମିଳିଥିଲା ରାମାୟଣରେ ଆକ୍ଟିଂ…

୧୯୮୭ ରୁ ୧୯୮୮ ମଧ୍ୟରେ ଲୋକପ୍ରିୟ ହୋଇଥିବା କିମ୍ବଦନ୍ତୀ ଶୋ "ରାମାୟଣ'ର ଅଭିନେତାମାନଙ୍କ ମଧ୍ୟରେ ଲୋକମାନେ ପ୍ରକୃତ ଦେବତାଙ୍କ ପ୍ରତିମୂର୍ତ୍ତୀ ଭାବେ ଦେଖୁଥିଲେ । ବିଶେଷକରି ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଥିବା ଦୀପିକା ଚିଖାଲିଆ ଲୋକମାନେ ପୂଜାପାଠ…
Read More...