ବୌଦ୍ଧ: ଜିଲ୍ଲାରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ, ରାମଗଡ ଗ୍ରାମରୁ ସର୍ବାଧିକ ୧୦

0 4,193

ବୌଦ୍ଧ,୩୦/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତ ବାହାଜୋର୍‌ ଗ୍ରାମରୁ ୧ ଜଣ, ଚଉରିଆ ପଦର ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀ ଗ୍ରାମରୁ ୨ ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୩ ଜଣ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ବୁଢୀପଦର ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ରାମଗଡ ଗ୍ରାମରୁ ୧୦ ଜଣ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡବନ୍ଧ ଗ୍ରାମରୁ ୪ ଜଣ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ବାଲିପୁର୍‌ ଗ୍ରାମରୁ ୧ ଜଣ, ରାଧାନଗର ଗ୍ରାମରୁ ୧ ଜଣ, ଚାରିଛକରୁ ୩ ଜଣ, ହରଭଙ୍ଗା ଗ୍ରାମରୁ ୨ ଜଣ, କରଞ୍ଜକଟା ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକପଡା ଗ୍ରାମରୁ ୧ ଜଣ, ତାଲବାହାଲ୍‌ ଗ୍ରାମରୁ ୨ ଜଣ, ଧଳପୁର୍‌ ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ କାଲେଶ୍ୱର୍‌ ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ଜଣ, ବୀରନରସିଂପୁର୍‌ ଗ୍ରାମ ପଞ୍ଚାୟତ କରଡି ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ବିଳାସପୁର୍‌ ଗ୍ରାମ୍‌ ପଂଚାୟତ ପଦରପଡା ଗ୍ରାମରୁ ୩ ଜଣ, ବୌଦ୍ଧ ଏନଏସି ୧ ନମ୍ବର୍‌ ୱାର୍ଡରୁ ୧ ଜଣ, ୨ ନମ୍ବର୍‌ ୱାର୍ଡରୁ ୩ ଜଣ, ୪ ନମ୍ବର୍‌ ୱାର୍ଡରୁ ୧ ଜଣ, ୭ ନମ୍ବର୍‌ ୱାର୍ଡରୁ ୨ ଜଣ, ୮ ନମ୍ବର୍‌ ୱାର୍ଡରୁ ୧ ଜଣ, ୯ ନମ୍ବର୍‌ ୱାର୍ଡରୁ ୨ ଜଣ, ୧୧ ନମ୍ବର୍‌ ୱାର୍ଡରୁ ୨ ଜଣ, ୧୨ ନମ୍ବର୍‌ ୱାର୍ଡରୁ ୩ ଜଣ, ୧୫ ନମ୍ବର ୱାର୍ଡରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ସୁଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × three =