ଦଶପଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପିଲା

0 389

ଦଶପଲ୍ଲା,୩୦/୪- ଦଶପଲ୍ଲା ପାଇଁ ବିପଦ ବଢାଉଛନ୍ତି , ଭୂବନେଶ୍ୱର ଓ କଟକ ଫେରନ୍ତା ।ଗତକାଲି ର ରିପୋର୍ଟ ଅନୁଯାୟୀ ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ଶତକ ଟପିଥିବା ବେଳେ, ଆଜିର ର ରିପୋର୍ଟ ଆହୁରି ଚିନ୍ତା ବଢାଇପାରେ ବୋଲି, ଅନୁମାନ କରାଯାଉଛି ।ବିଶେଷ ଭାବରେ ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ସ୍ଥିତି ବିଗିଡି ବାରେ ଲାଗିଛି । ବିଶେଷ କରି କଟକ ଓ ଭୂବନେଶ୍ୱର ଫେରନ୍ତା ଦିନ ମଜୁରିଆ ମାନେ ସିଧା ସଳଖ ନିଜ ଘରେ ପ୍ରବେଶ କରୁଥିବାରୁ, ସ୍ଥିତି ଆହୁରି ବିଗିଡି ବାର ସଂଭାବନା ରହିଛି ।

hiranchal ad1
Leave A Reply

Your email address will not be published.

6 + six =