Monthly Archives

July 2021

ଆସିଲା ଅଗଷ୍ଟ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ ଘୋଷିତ ତାଲାବନ୍ଦର ଷଷ୍ଠ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ରବିବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)…
Read More...

ପାଗ ଅନୁକୂଳ ଦେଖି ବୃକ୍ଷରୋପଣ କାର୍ଯ୍ୟକ୍ରମକଲା ଜିଲ୍ଲା ଓକିଲ ସଂଘ

ସମ୍ବଲପୁର, ୩୧/୭- ଝିପିଝିପି ବର୍ଷା ଓ ଅନୁକୂଳ ପାଗର ସୁଯୋଗ ନେଇ ଆଜି ସମ୍ବଲପୁର ଜ଼ିଲ୍ଲା ଓକିଲ ସଂଘ ଦ୍ୱାରା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ପଛୁ ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଲାୟନ୍ସ କ୍ଲବ, ପ୍ଲାଣ୍ଟ ଅମ୍ବୁଲାନ୍ସ ଓ ଅନ୍ୟ ଅନେକ ସ୍ୱେଛାସେବୀ ସହଯୋଗ…
Read More...

ବୌଦ୍ଧ: ଆଜି ୪ ସଂକ୍ରମିତ ଚିହ୍ନଟ, କେବଳ ଗ୍ରାମାଞ୍ଚଳରୁ

ବୌଦ୍ଧ,୩୧/୭- ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ବଘିଆପଡା ପଞ୍ଚାୟତ ପାଲଝାର ଗ୍ରାମରୁ ଜଣେ, ବ୍ରାହ୍ମଣୀପାଲି…
Read More...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସ୍‌ ଗିରଫ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଏ ପର୍ଯ୍ୟନ୍ତ ୩ କୋଟି ୭୯ ଲକ୍ଷ ଟଙ୍କାର…
Read More...

ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ୩୦ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ…
Read More...

ଟୋକିଓ ଅଲିମ୍ପିକ୍ସ ଅପଡେଟ: ମହିଳା ହକି ଦଳର ଦମଦାର ବିଜୟ

ଟୋକିଓ : ଟୋକିଓ ଅଲିମ୍ପିକ୍ସର ଆଜି ନବମ ଦିନ । ତୀରନ୍ଦାଜରେ ଅତନୁ ଦାସ ପ୍ରି-କ୍ୱାର୍ଟର ଫାଇନାଲ ହାରିଯାଇଥିବା ବେଳେ କମଳପ୍ରିତ କୌର ଡିସକସ ଥ୍ରୋରେ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସେହିପରି ଅନ୍ୟ ଭାରତୀୟ ଖେଳାଳି ସୀମା ପୁନିଆ ଅଳ୍ପକେ ଫାଇନାଲରେ ବଞ୍ଚିତ ହୋଇଛନ୍ତି । ଭାରତୀୟ…
Read More...

ସ୍ଵର୍ଗଦ୍ଵାର ସେବକମାନଙ୍କୁ ନୂତନ ପୋଷାକ ବଣ୍ଟନ

ପୁରୀ:-ସ୍ଵର୍ଗଦାର ସେବା କାର୍ଯରେ ନିୟୋଜିତ ସେବକ ମାନଙ୍କୁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ନୂତନ ପୋଷାକ ବଣ୍ଟନ କରାଯାଇଛି । ସ୍ଵର୍ଗଦ୍ଵାର ଠାରେ ସେବା ଯୋଗାଉଥିବା ସଂସ୍କାର ସେବକ ,ପରିମଳ ସେବକ ,ସୁରକ୍ଷା ସେବକ,କନିଷ୍ଠ ସେବକ ତଥା ସହାୟକ ସେବକ ମାନଙ୍କୁ ସ୍ଵତ୍ୱନ୍ତ୍ର ପରିଧାନ ଓ ମାସ୍କ…
Read More...

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ : ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ନିତ କରିବା…

ରାୟଗଡ : ନୂତନ ରାୟଗଡ ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ଏବଂ ଜିଲ୍ଳାରେ ରେଳ ଯୋଗାଯୋଗ ସହ ରେଳପଥ ବିକାଶ ସମେତ କଳାହାଣ୍ଡି ଜିଲ୍ଳାରେ ଇଲେକ୍ଟ୍ରି ଲୋକମୋଟେଭି ୱାଗନ କାରଖାନା ଏବଂ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟସଭା ସାଂସଦ…
Read More...

ଧୋଇଗଲା ତମିଆଁ-ମୁଦଲସର ଅସ୍ଥାୟୀ ରାସ୍ତା

ବଲାଙ୍ଗୀର: ଧୋଇଗଲା ତମିଆଁ-ମୁଦଲସର ସେତୁ ନିକଟସ୍ଥ ଅସ୍ଥାୟୀ ରାସ୍ତା । ବିଛିନ୍ନ ହେଲେ ୧୨ରୁ ଅଧିକ ଗାଁ ଅଧିବାସୀ । ସୂଚାଇ ଦିଆଯାଏ ଯେ, ନିମ୍ନମାନର କାମ ହେତୁ ଢଳିଥିବା ପୋଲ ମରାମତି ବେଳେ ଭାଙ୍ଗିବା କାରଣରୁ ଶ୍ରମିକ ମୃତ୍ୟୁ ଅଘଟଣ ଘଟିଥିଲା । ୭କୋଟି ପ୍ରାୟ ଅଟକଳରେ ଧାର୍ଯ୍ୟ ସମୟ ସୀମାରେ…
Read More...

ଆଜି ଅପରାହ୍ନରେ ଅନଲକ୍‌ ନେଇ ଏସ୍‌ଆରସି କରିପାରନ୍ତି ବଡଘୋଷଣା

ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ, ସଟଡାଉନ ଓ ଅନ୍ୟ କରୋନା କଟକଣା ବଳବତର ରହିଛି । ତେବେ ଆଜି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କରାଯିବ । ଅପରାହ୍ନ ସାଢେ଼ ୩ଟାରେ ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିବେ । ରାଜ୍ୟରେ ଏବେ…
Read More...