Monthly Archives

July 2021

କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ମନ୍ତ୍ରୀଙ୍କୁ ଦାବୀପତ୍ର

ଫୁଲବାଣୀ,୩୦/୭ - ରାଜ୍ୟ ପଞ୍ଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ସର୍କିଟହାଉସ ଠାରେ ଭେଟି ଏକ ଦାବିପତ୍ର କନ୍ଧମାଳ ମିଡ଼ିଆ ଫୋରମ ଫୁଲବାଣୀ ପକ୍ଷରୁ ଦିଆଯାଇଛି। ଏହି ଦାବିପତ୍ରରେ ମିଡ଼ିଆ ଫୋରମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବାପାଇଁ…
Read More...

ଜୁଡିଆ ଘାଟିରେ ପଥରଖଣ୍ଡ ପଡି ଟ୍ରକ ଦୁର୍ଘଟଣାଗ୍ରସ୍ତ

କେନ୍ଦୁଝର,୩୦/୭- କେନ୍ଦୁଝର ସହରଠାରୁ ମାତ୍ର ୨/୪ କି.ମି ଦୂରତାରେ ଜୁଡ଼ିଆଘାଟିରେ ଆଜି ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ଟଳିଗଲା ବୋଲି ଆଲୋଚନା ହେଉଛି । ନଂ ୪୯ ରାଜପଥର ନିର୍ମାଣ କାର୍ଯ୍ୟ ମୋଣ୍ଟେକାଲୋ ଲି: ଦ୍ୱାରା ଚାଲିଥିବା ସମୟରେ ଜୁଡ଼ିଆ ଘାଟିର ପାହାଡ଼କୁ ଅତ୍ୟଧିକ ଉଚ୍ଚତାରୁ କାଟି…
Read More...

କ.ନୂଆଗାଁରେ ବିଜେଡ଼ିର ଦୁଇ ବରିଷ୍ଠ ପର୍ଯ୍ୟବେକ୍ଷକ,ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦଙ୍କୁ ଦେଲେ…

ବାଲିଗୁଡ଼ା,୩୦/୭: ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‌, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ଦିନିକିଆ କ.ନୂଆଗାଁ ଗସ୍ତ । ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପ୍ରଥମେ ଦିବଙ୍ଗତ…
Read More...

ଗୁଣ୍ଟୁର ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର:ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ଯୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ…
Read More...

ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

ଟୋକିଓ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏଥିସହ…
Read More...

ରାଜ୍ୟରେ ଦ୍ୱିତୀୟ “ଏମ୍ସ’ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଉ ଏକ ଶାଖା ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ସେଦିଗରେ କାର୍ଯ୍ୟ ଯଥେଷ୍ଟ ଆଗେଇ ଥିଲେ ମଧ୍ୟ ଏହା ଆରମ୍ଭ କରାଯାଉ ନାହିଁ । ଏଥିପାଇଁ ସୁନ୍ଦରଗଡ଼ ଠାରେ ଭବନ ନିର୍ମାଣ କାର୍ଯ୍ୟ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଗୋଟି ଅକ୍ସିଜେନ୍‌ କନସେନଟ୍ରେଟର ପ୍ରଦାନ

ବୌଦ୍ଧ,୩୦/୭- ଅମ୍ଳଜାନ ଅଭାବରୁ କେହି ଯେପରି ମୃତ୍ୟୁମୁଖରେ ନପଡ଼ନ୍ତୁ , କୋରନାର ତୃତୀୟ ଲହର ଆଶଙ୍କାରେ ବୌଦ୍ଧ ସରସରାସ୍ଥିତ ଏଲକେବିକେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୟୁନାଇଟେଡ ୱେ ବେଙ୍ଗଲୋର, ସହାୟତାରେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଛି । ଏହା ପୂର୍ବରୁ…
Read More...