Monthly Archives

July 2021

ବୌଦ୍ଧବ୍ଲକର ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୩୦/୭:- ବୌଦ୍ଧବ୍ଲକ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୌଦ୍ଧର ଅଧ୍ୟକ୍ଷ ବାମଦେବ ତ୍ରିପାଠୀ…
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଲୋକାର୍ପିତ ହେଲା ୨ଟି ବାଘର ପ୍ରତିମୂର୍ତ୍ତି

ବ୍ରହ୍ମପୁର,୩୦/୭ : ବ୍ରହ୍ମପୁର ଆଇଟିଆଇ ପରିସରରେ ୨ଟି ବାଘ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ…
Read More...

ଆଡେଣିଗଡ ପଞ୍ଚାୟତରେ ଜିଓ ଟାୱାର ନିର୍ମାଣରେ ଇଂ ରାକେଶ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସା

ବୌଦ୍ଧ,୩୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଆଡେଣିଗଡ଼ ପଞ୍ଚାୟତରେ ଏକ ଜିଓ ନେଟୱାର୍କ ନିର୍ମାଣ କରାଯାଉଛି । ବୌଦ୍ଧଜିଲ୍ଲା ଯୁବ ବିଜେପି ନେତା ତଥା ଇଂ. ରାକେଶ ତ୍ରିପାଠୀ ଏଥିରେ ସହଯୋଗ କରୁଛନ୍ତି । ତାଙ୍କରି ଏହି ଉଦ୍ୟମ ପାଇଁ ଆଡେଣିଗଡ଼…
Read More...

ଦିବ୍ୟାଙ୍ଗ ଦଂପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ

ବୌଦ୍ଧ,୩୦/୭- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଦିବ୍ୟାଙ୍କ ଦଂପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଦିବ୍ୟାଙ୍କ ଦଂପତ୍ତି ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପନଖିମାଳର…
Read More...

ତିନିଥରର ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଦେଲେ ମାଟ୍ରିକ୍ ପରୀକ୍ଷା । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ବିଷୟ ପରୀକ୍ଷା ଦେଇଛନ୍ତି ବିଧାୟକ । ଶୁକ୍ରବାର ବିଧାୟକ କରସ୍ପଣ୍ଡେଣ୍ଟ…
Read More...

ବିଜୟ ସ୍ୱାଦ ଚାଖିଲା ଭାରତୀୟ ମହିଳା ହକି ଦଳ

ଟୋକିଓ, : ଭାରତୀୟ ମହିଳା ହକି ଟିମ୍ ଆୟାର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ଏହାସହ ଏବେବି କ୍ୱାର୍ଟର ଫାଇନାଲରେ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଦଳ । ଦଳ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା । ତେବେ ଚତୁର୍ଥ ମୁକାବିଲାରେ ଦଳ ଶେଷ ମିନିଟରେ ଗୋଲ କରି ବିଜୟୀ ହୋଇଛି ।ଭାରତ ପକ୍ଷରୁ ଶେଷ…
Read More...

ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ

ଭୁବନେଶ୍ଵର : ରାଜ୍ୟରେ ଅନଲକ୍ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।ଡିଏମଇଟି ପୁଣି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ…
Read More...

ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି  । ଆଜି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି  । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ  । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । କରୋନା…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ…
Read More...

ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ : ନିରାଶ କଲେ ଦୂତୀ ଚାନ୍ଦ । ଅଲିମ୍ପିକ୍ସର ୧୦୦ ମିଟିର ହିଟ୍ସରେ ନିରାଶ କଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଲେ ଦୂତୀ । ପରବର୍ତ୍ତୀ ହିଟ୍ସରେ ଉନ୍ନିତ ହେଲେ ହିଟ୍ସର ଟପ୍ ୩ ଖେଳାଳି । ସପ୍ତମ ସ୍ଥାନରେ ରହି ଦୂତୀ ବାଦ୍ ପଡ଼ିଛନ୍ତି । ପ୍ରଥମ…
Read More...